October 7, 2024
Share

 

 

୧-ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ୧୪ଟି ଜିଲ୍ଲାରେ ଆଜି ସଂଧ୍ୟାରୁ ଆସନ୍ତାକାଲି ସଂଧ୍ୟା ଯାଏଁ ବସ୍ ସେବା ବନ୍ଦ ।

 

୨-୯ତାରିଖରେ ପୁଣି ମିଳିବ ସୁଭଦ୍ରା ଟଙ୍କା; ଖୁବ ଶୀଘ୍ର ପରୀକ୍ଷଣ ପାଇଁ ଖାତାକୁ ଆସିବ ୧ଟଙ୍କା।

 

୩-ଭୁବନେଶ୍ୱର:ଜିଲ୍ଲା ଭିତରେ ଶିକ୍ଷକ ଦମ୍ପତିଙ୍କ ବଦଳି ଦାବି।

 

୪-ଟୁଇନ ସିଟିରେ ପାର୍ବଣ ପଲିଟିକ୍ସ: ପୂଜା ପେଣ୍ଡାଲ ବୁଲିବେ ମୋହନ-ନବୀନ-ଧର୍ମେନ୍ଦ୍ର।

 

୫-ରାଜଧାନୀରେ ପ୍ରବଳ ବର୍ଷା, ଭୁଶୁଡ଼ିଲା ରସୁଲଗଡ଼ ଦୁର୍ଗା ପୂଜା ଲାଇଟ ଗେଟ୍ ମେଢ଼।

 

୬-ଭୁବନେଶ୍ୱର:ଦିନରେ ପୂଜକ, ରାତିରେ ଚୋରି;୩ଭାଇ ଗିରଫ।

 

୭-ତିନି ଦିିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ ମୋହନ ମାଝୀ।

 

୮-କୁଚିଣ୍ଡା:ଭୟଙ୍କର ସଡ଼କ ଦୁର୍ଘଟଣା, ଧକ୍କା ପରେ ଜଳିଗଲା ଟ୍ରକ୍‌-କଣ୍ଟେନର, ଜଣେ ଜୀବନ୍ତ ଦଗ୍ଧ।

 

୯-ରାଉରକେଲା:୧୫ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ ପରେ ନଷ୍ଟ କଲା ପୁଲିସ।

 

୧୦-ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ରାଗିଂ ଘଟଣା, ୧୭ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ।

 

୧୧-ବାଳକାଟି: କୁଆଖାଇରେ ୬ରୁ ୭ ଫୁଟ୍ କୁମ୍ଭୀର, ଲୋକମାନେ ଭୟଭୀତ।

 

୧୨-କଟକ:ପାର୍କିଙ୍ଗକୁ ନେଇ ଝଗଡା, ଅଟୋ ଚାଳକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ।

 

୧୩-କଙ୍କଡାହାଡ଼ ବ୍ଲକର ବାମ ପଞ୍ଚାୟତ:ଗଛରେ ଚଢିଲେ ମିଳୁଛି ନେଟୱର୍କ । ଦୁର୍ଗମ ଅଞ୍ଚଳରେ ମିଳୁନି ମୋବାଇଲ ସେବା ।

 

୧୪-ଅନିବାର୍ଯ୍ୟ କାରଣ ଦର୍ଶାଇ ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି) ଲିଖିତ ପରୀକ୍ଷା ବାତିଲ।

 

୧୫-ସୁରକ୍ଷା ପାଇଁ ହିନ୍ଦୁ ସମାଜକୁ ଏକଜୁଟ ହେବାକୁ ପଡ଼ିବ – ଆରଏସଏସ ମୁଖ୍ୟ ମୋହନ ଭାଗବତ।

 

୧୬-ଦୁଷ୍କର୍ମ ଅଭିଯୁକ୍ତ କୋରିଓଗ୍ରାଫର ଜାନୀ ମାଷ୍ଟରଙ୍କୁ ବଡ଼ ଝଟ୍‌କା, ଜାତୀୟ ପୁରସ୍କାର ପ୍ରତ୍ୟାହୃତ।

 

୧୭-ହରିୟାଣାରେ ମତଦାନ ହାର ୬୬.୯୬%, ୮ ତାରିଖରେ ଭୋଟ୍ ଗଣତି।

 

୧୮-ନୂଆଦିଲ୍ଲୀ:ମଞ୍ଚରେ ଅଭିନୟ ସମୟରେ କଳାକାର ହୃଦଘାତର ଶିକାର।

 

୧୯-ମହିଳା ଟି-୨୦ ବିଶ୍ୱକପ: ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ, ବିଶ୍ୱକପରେ ଜିତିଲା ପ୍ରଥମ ମ୍ୟାଚ।

 

୨୦-ଗ୍ବାଲିୟର:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ,

ପ୍ରଥମ ଟି-୨୦ରେ ଜିତିଲା ଭାରତ।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

You may have missed