August 24, 2026

ଗଜପତି ଜିଲ୍ଲାହାଡୁଭାଙ୍ଗିପଞ୍ଚାୟତଅନ୍ତର୍ଗତ ଭିସ୍ତଳା ଗ୍ରାମରେ ପାଣି ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

WhatsApp Image 2023-03-16 at 14.18.44X
Share

 

ପାରଳାଖେମୁଣ୍ଡି:୧୬/୩(ଗରୁଡ଼ ଧ୍ଵଜ ଚୌଧୁରୀ)କାଶୀନଗର ଥାନା ଅନ୍ତର୍ଗତ ହାଡୁଭାଙ୍ଗି ପଂଚାୟତର ଭିସ୍ଥଳ ଗ୍ରାମରେ ଜଳ ଯୋଗାଣ ନିମନ୍ତେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଥାନାରେ ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶଯେ ଉକ୍ତ ଗ୍ରାମ ରେ ପାନୀୟ ଜଳ ଯୋଗାଣ ପାଇପ ଉପର ମୁଣ୍ଡରେ ଥିବା ଲୋକମାନେ ଟେପ ମାନ ଭାଙ୍ଗି ପାଣି ନେଉଛନ୍ତି. ଯାହା ଫଳରେ ତଳ ମୁଣ୍ଡରେ ଥିବା ବାସିନ୍ଦା ମାନେ ପାନୀୟ ଜଳ ପାଇବାରେ ବଂଚିତ ହେଉଛନ୍ତି. ଏ ବିଷୟରେ ଉପର ମୁଣ୍ଡରେ ଥିବା ବାସିନ୍ଦା ଙ୍କୁ ପଚାରି ବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା. ଉକ୍ତ ଘଟଣା କୁ ନେଇ ଉଭୟ ପକ୍ଷର ଚାରି ଜଣଙ୍କ ନାରେ କେଶ ରୁଜୁ ହୋଇଥିବା କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି. ଗଣ୍ଡଗୋଳ କାରି ମାନେ ଦୁଇଟି ରାଜନୈତିକ ଦଳର ହୋଇଥିବା ଜଣା ଯାଉଛି.

You may have missed