September 22, 2024

କର୍ଣ୍ଣାଟକ ରାଜ୍ୟ ବିଜେପି ର ପୂର୍ବତନ ସଭାପତି ଙ୍କ ରାୟଗଡା ଗସ୍ତ 

Share

 

ରାୟଗଡା : କର୍ଣ୍ଣାଟକ ରାଜ୍ୟ ର ବିଜେପି ର ପୂର୍ବତନ ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ଶ୍ରୀ ନଳିନୀ କାନ୍ତିଲା ଜି ଗତ କାଲି ରାୟଗଡା ଗସ୍ତ ରେ ଆସି ବିଜେପି ର ସଦସ୍ୟତା ଅଭିଯାନ କିପରି ଚାଲିଛି କିପରି ଭାବେ ବ୍ୟାପକ ରୀ ବ୍ୟାପକ ଙ୍କୁ ବିଜେପି ରେ ସଦସ୍ୟତା ହେବେ ସେଥିପାଇଁ ଲାଗିପଡ଼ି କାମ କରିବା ନିମନ୍ତେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ରେ ବିଜେପି ର କୋରାପୁଟ ଲୋକସଭା ସାଂସଦ ପ୍ରାର୍ଥୀ କଳିରାମ ମାଝୀ, ବିଜେପି ନେତା ତଥା ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ୟାଲା ଭେଙ୍କଟେସ୍ୱର ରାଓ ଓରଫ କୋଣ୍ଡା ବାବୁ, ରାୟଗଡା ବିଧାନସଭା ର ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ବିଷମକଟକ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଁଣ୍ଡରୁକା, ଗୁଣୁପୁର ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ, ୟୁବ ନେତା ପ୍ରତାପ ପୁଆଲା ୟୁବ ନେତା କେ ଶ୍ରୀନିବାସ, ନିମୁ ମୁଁଜେଟି ଭାଇ, ହାସମୁଖ ହାସୁ, ଅଶ୍ୱିନୀ କଞ୍ଚଡା, ମଞ୍ଜୁଳା ମିନିୟାକ ଙ୍କ. ସହିତ ଆଲୋଚନା କରିଥିଲେ l ପ୍ରଥମେ ନଳିନୀ କାନ୍ତିଲା ଙ୍କୁ ରାୟଗଡା ଜ଼ିଲ୍ଲା ର କୁଟୁଳି ଠାରେ କଳିରାମ ମାଝୀ, ମଞ୍ଜୁଳା ମିନିୟାକା ଓ ପ୍ରତାପ ପୁଆଲା ଙ୍କ ସମତେ ବହୁ କର୍ମୀ ସ୍ୱାଗତ କରିଥିଲେ l ଓ ପରେ ପରେ ସ୍ଥାନୀୟ ଜନସାଧାରଣ ଙ୍କୁ ବିଜେପି ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇବା ସହିତ ବିଜେପି ର ନୂତନ ସଭ୍ୟ ହେବା ନିମନ୍ତେ ପରାମର୍ଶ ଦେଇଥିଲେ l ଏହା ରାୟଗଡା ପୌର ପରିଷଦ ର 8 ନମ୍ବର ୱାର୍ଡ ଓ ସାଇବାବା ମନ୍ଦିର ଅଞ୍ଚଳ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରି ବିଜେପି ର ବର୍ତମାନ ସଦସ୍ୟ ଅଭିଯାନ ଚାଲିଛି ଶ୍ରଥିପାଇଁ ବିଜେପି ଏକ ସଭ୍ୟତା ଗ୍ରହଣ ପାଇଁ କହିଥିଲେ l ଏହା ପରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ରେ ରାୟଗଡା ଜ଼ିଲ୍ଲା ରର ବିଜେପି ସଂଗଠନ କିପରୀ ଦୃଢ଼ ହେବ ସେହିବିଷୟ ରର କୋଣ୍ଡା ବାବୁଙ୍କ ସହିତ ଆଲୋଚନା କରିଥିଲେ l ବର୍ତମାନ ରାୟଗଡା ଜ଼ିଲ୍ଲା ରର ବିଜେପି ର ସ୍ଥିତି ଅତିଦୁର୍ବଳ ରହିଛି ଡବଲ ଇଞ୍ଜିନି ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କ ରେ ଜନସାଧାରଣ ଙ୍କ ଠାରେ ପହଂଚାଇବା ସହିତ ବିଜେପି ଦଳକୁ ମଜୁବତ କରିବା ନିମନ୍ତେ ଆଲୋଚନା କରିଥିଲେ l ଆଗାମୀ ଦିନ ରେ 2029 ନିର୍ବାଚନ ରେ ରାୟଗଡା ଜ଼ିଲ୍ଲା ରେ ବିଜେପି ପ୍ରାର୍ଥୀ ଙ୍କ ବିଜୟ ସୁନିଶ୍ଚିତ ହେବ ବୋଲି କୋଣ୍ଡା ବାବୁ ରାୟଗଡା ଗସ୍ତ ରେ ଆସିଥିବା କର୍ଣ୍ଣାଟକ ରାଜ୍ୟ ର ପୂର୍ବତନ ବିଜେପି ସଭାପତି ନଳିନୀ କାନ୍ତିଲା ଜି ଙ୍କୁ ଦୃଢ଼ ପ୍ରତିଶୃତି ଦେଇଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ