September 21, 2024
Share

 

୧-ଜନ୍ମ ଦିନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, କହିଲେ ମହିଳାଙ୍କ ଶକ୍ତି ଓ ସାମର୍ଥ୍ୟ ଓଡିଶା ବିକାଶର ହେବ ମୂଳମନ୍ତ୍ର।

 

୨-ସୁଭଦ୍ରା ଯୋଜନାର ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟକୁ ଗଲା ୧୨୫୦ କୋଟି ୫୫ ହଜାର ଟଙ୍କା।

 

୩-ଭୁବନେଶ୍ୱର:ଓଡ଼ିଆରେ ପ୍ରକାଶ ପାଇବ ଆଇନ୍ ଓ ଡାକ୍ତରୀ ପୁସ୍ତକ।

 

୪-ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀ, ଭୋଗରାଇରେ ବନ୍ୟା ଘେରରେ ଅନେକ ଗାଁ।

 

୫-ଅନୁଗୋଳ:୧୮.୩୮ ଲକ୍ଷ ଟଙ୍କାରେ ନିଲାମ ହେଲା ଗଜାନନଙ୍କ ଆଜ୍ଞା ଲଡୁ।

 

୬-ଭୁବନେଶ୍ୱର:ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଚିକିତ୍ସିତ।

 

୭-୧୯ରେ ବିଜେପି ସରକାର ଗଠନର‌ ଶହେ ଦିନ ପୂର୍ତ୍ତି, ପୁରୀ ବେଳାଭୂମିରେ ହେବ ଆୟୋଜନ।

 

୮-ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ମା ସମଲେଶ୍ୱରୀ ମନ୍ଦିର:ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

 

୯-ପୁରୀ:ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ନେଲେ ଆଶୀର୍ବାଦ।

 

୧୦-ଗାଡକଣ:ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ଖିରି ଖାଇଲେ ମୋଦୀ ; ଗୃହ ପ୍ରବେଶ କରିବା ସହ ଘର ଠାକୁରଙ୍କୁ ପୂଜା କଲେ।

 

୧୧-ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଆରଆଇ ଓ ପିଅନ, ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

 

୧୨-କଟକ ସିରିଜ ଦୁର୍ଘଟଣା – ଅଭିଯୁକ୍ତ ଚାଳକକୁ କୋର୍ଟ ଚାଲାଣ କଲା ପୁଲିସ।

 

୧୩-ବାରିପଦା,କାଠପାଳ ବନ୍ଧ:ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡି ଯାଇଥିବା ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର।

 

୧୪-କାମାକ୍ଷାନଗର ସମାଟାଙ୍ଗି ଗାଁରେ ଡେଙ୍ଗୁ ଆତଙ୍କ, ୨୫ରୁ ଅଧିକ ବ୍ୟକ୍ତି ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ।

 

୧୫-ରେଭେନ୍ସା ନାଁ ପରିବର୍ତ୍ତନ ଆନ୍ଦୋଳନ ଜାରି : ଉଠିଲା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି।

 

୧୬-ବାରିପଦା,ସାନ ଟଙ୍କାଷୋଳ ଗାଁ:୧୬ ଶହ ବୋତଲ କଫ୍ ସିରପ୍ ଜବତ, ଜଣେ ଅଭିଯୁକ୍ତ ଗିରଫ।

 

୧୭-ଫିଜିରେ ଚାଲିଥିବା କମନୱେଲଥ ଭାରୋତ୍ତୋଳନରେ କିସ୍ ଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ଶୁଭେଚ୍ଛା ଜଣାଇଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।

 

୧୮-ଭୁବନେଶ୍ୱର:ପୋଲିସକୁ ମେଜର ଓ ବାନ୍ଧବୀଙ୍କ ମାଡ଼ ଘଟଣା, କ୍ରାଇମବ୍ରାଞ୍ଚକୁ ପୋଲିସ ଡିଜିଙ୍କ ତଦନ୍ତ ନିର୍ଦ୍ଦେଶ।

 

୧୯-ଓଡ଼ିଶାର ପ୍ରାକୃତିକ ସଂପଦକୁ ଓଡ଼ିଶାର ସାମର୍ଥ୍ୟ ବନାଇବୁ, ୫ ବର୍ଷରେ ରେଲ୍ ଓ ରୋଡ୍‌କୁ ନୂଆ ସୋପାନକୁ ନେବୁ: ମୋଦୀ

 

୨୦-ଉତ୍ତର ମଧ୍ୟ ରେଲୱେରେ ନିଯୁକ୍ତି ସୁଯୋଗ, ପୂରଣ ହେବ ୧୬ଶହରୁ ଅଧିକ ପଦ, ଅନଲାଇନ୍ ଆବେଦନ କରନ୍ତୁ: actappt.rrcrail.in।

 

୨୧-ଉତ୍ତରପ୍ରଦେଶ ଫିରୋଜାବାଦରେ ଅଭାବନୀୟ ଘଟଣା,ବାଣ ଗୋଦାମରେ ବିସ୍ଫୋରଣ: ୪ ମୃତ।

 

୨୨-ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିଓ୍ବାଲ, ଆତିଶୀ ମାର୍ଲେନା ହେବେ ଆଗାମୀ ମୁଖ୍ୟମନ୍ତ୍ରୀ।

 

୨୩-ଚୀନକୁ ହରାଇ ୫ମ ଥର ପାଇଁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହାତେଇଲା ଭାରତ।

 

*🙏 ସୁପ୍ରଭାତ 🙏*