September 21, 2024

ଉମରକୋଟ ରେ ଗଡ଼ିଲା ସୁଭଦ୍ରା ରଥ………..

Share

 

ଉମରକୋଟ :-(ଏମ.ଦିନା°ଶୁ ଆଚାରୀ) ସୁଭଦ୍ରା ଯୋଜନା ଉପରେ ମହିଳା ଙ୍କ ମଧ୍ୟ ରେ ସଚେତନ ସୃଷ୍ଟି କରିବା ପାଈଁ ଆଜି ଠାରୁ ଉମରକୋଟ ସହର ରେ ଗଡ଼ିଲା ସୁଭଦ୍ରା ରଥ।ଏଥି ପାଇଁ ଉମରକୋଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଏକ ଉତ୍ସବ ର ଆୟୋଜନ କରା ଯାଇଥିଲା। ମୁଖ୍ୟ ଅତିଥି ଭାବେ ପୌର ପରିଷଦ ର ଅଧକ୍ଷ। ରାଧା ଭତ୍ର। ପତାକା ଦେଖାଇ ରଥ କୁ ଗଡ଼ାଇ ଥିଲେ। ସହର ର ସମସ୍ତ ୧୪ ଟି ୱାର୍ଡ ର ପ୍ରତିଟି ମହିଳା ହିତାଧିକ। ର ନିକଟ କୁ ଯାଇ ସୁଭଦ୍ରା ଯୋଜନା ଉପରେ ସଚେତନତ। ସୃଷ୍ଟି କରିବ । ଏହି ଉଧଘ।ଟନ ଉତ୍ସବ ରେ ପୌରଦକ୍ଷ। ଙ୍କ ଯୋଗାଣ ନିରୀକ୍ଷକ ରାମଚନ୍ଦ୍ର ଖିଲ, ଉମରକୋଟ ସିଡିପିଓ ସଂଯୁକ୍ତା ବେହେରା, ସୁପରଭାଇଜର ଭାରତୀ ମହାନ୍ତି, ୨ ନମ୍ବର ୱାର୍ଡ କାଉନସିଲର ଚିତ୍ତ ପାତ୍ର, ୩ ନମ୍ବର ୱାର୍ଡ ର କାଉନସିଲର ମନୋଜ କୁମାର ନାୟକ, ୮ ନମ୍ବର ୱାର୍ଡ ର କାଉନସିଲର ସରୋଜିନୀ ଶବର , ୧୩ ନମ୍ବର ୱାର୍ଡ ର କାଉନସିଲର ଶିଖା ରାଣୀ ସରକାର୍, ୧୪ ନମ୍ବର ୱାର୍ଡ କାଉନସିଲର ଚିନ୍ମୟୀ ଠାକୁର, ପରିଷଦ କାର୍ଯ୍ୟାଳୟ ର ମୁଖ୍ୟ କିରାଣୀ କେ . ନାଗେଶ୍ଵର ରାଓ ଓ ସୁକଦେବ ବେହେରା ,ଓ ପରିଷଦର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।