March 12, 2026

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

IMG-20240901-WA0036
Share

 

ପଦ୍ମପୁର : (ଜୟନ୍ତ କୁମାର ସେଠ)ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତା ସ୍ଥିତ ବନ୍ଧପଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଲଳିତ ମୋହନ ଶତପଥି 31.08.2024 ରିଖ ଦିନ ଅବସର ଗ୍ରହଣ କରିଛନ୍ତି, ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ଵଜ ବଗାର ଯୋଗଦାନ କରିଥିଲେ l ସହକାରୀ ଶିକ୍ଷକ ରମେଶ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ପରିଚାଳନା କମିଟୀ ସଭାପତି କଳ୍ପତରୁ ସାହୁ, ସୁଦାମ ଭୋଇ, ଭଗବାନ ବନଛୋର, ଗଙ୍ଗାଧର ପାଣ୍ଡେ, ସମାଜସେବୀ ବାସୁଦେବ ପାଣିଗ୍ରାହୀ, ସୁରଜ ସାହୁ ଏବଂ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ବିଦାୟୀ ଶିକ୍ଷକ ଙ୍କୁ ବିଦାୟ ଦେଲାବେଳେ ସମସ୍ତେ ଭାବ ବିହୋଲ ହୋଇ ପଡ଼ିଥିଲେ l