ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟିଗାଁ ଠାରେ ମିଟରରେ କରେଣ୍ଟ ଥାଇ ଜଳୁନି ଲାଇଟ ଫଳରେ ଅନ୍ଧାରରେ ଗ୍ରାମବାସି* 

IMG-20240825-WA0044
Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ)ମାସେ ହେଲା ୩ ଖଣ୍ଡ ଗ୍ରାମ ରେ ନାହିଁ ବିଜୁଳି ଫଳରେ ଅନ୍ଧାରରେ ରହୁଛନ୍ତି ଗ୍ରାମବାସି ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଳାର ରାଇଘର ବ୍ଲଳ ର ହାତିଗା ପଂଚାୟତ ର କମକାଢଡ଼ଗି, ଗଞ୍ଜାବରୀ ଏବଂ ଲାଫିବେଡା ଗ୍ରାମ ରେ ଗୋଟେ ମାତ୍ର ଟ୍ରାନ୍ସଫରମର ଲାଗିଛି କିନ୍ତୁ ଦୁଃଖର ବିଷୟ ଏହି ଟ୍ରାନ୍ସଫରମର ର ଫିଉଜ ଖରାପ ହେବାରୁ ମିଟର ରେ କରେଣ୍ଟ ଅଛି କିନ୍ତୁ ଜଳୁନି ଲାଇଟ, ବୁଲୁନି ପଙ୍ଖା ଫଳରେ ବହୁତ ଅସୁବିଧା ର ସମ୍ମୁଖୀନ ହେବା ସହ ମାସେ ହେଲା ଅନ୍ଧାର ରେ ୩ ଗୋଟି ଗ୍ରାମର ଗ୍ରାମବାସୀ, ବାରମ୍ବାର ବିଦ୍ୟୁତ ବିଭାଗ କର୍ମଚାରି ଙ୍କୁ ଏହି ବାବଦରେ ଫୋନ କଲେ ମଧ୍ୟ କିଏ ଫୋନ ଉଠଉନଥିବାର ଅଭିଯୋଗ କଲେ ୩ ଖଣ୍ଡ ଗ୍ରାମର ଚମରୁ ଗଣ୍ଡ, ଲଳିତ ଗଣ୍ଡ, ଦିନେଶ ଗଣ୍ଡ, ଅଭିନାଥ ଗଣ୍ଡ, ସୁଦନ ଗଣ୍ଡ, ଦିଲୀପ ଗଣ୍ଡ, ମୁନା ଗଣ୍ଡ, ବୁଦୁରାମ ଗଣ୍ଡ, ମଣ୍ଟୁ ଗଣ୍ଡ, ପୱନସିଂ ଗଣ୍ଡ, ସୁକଦେବ ଗଣ୍ଡ, ମହେଶ ଗଣ୍ଡ,ବୀଜନାଥ ଗଣ୍ଡ, ରାମସାଇ ଗଣ୍ଡ, ପିଲାରାମ ଗଣ୍ଡ, ହେମଲାଲ ଗଣ୍ଡ ଙ୍କ ସମେତ ସମସ୍ତ ଗ୍ରାମବାସି ଯଥାଶୀଘ୍ର ଏହି ସମସ୍ୟା ପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତିି।