ଗଜପତି ଜିଲ୍ଲା ଲିଗାଲ ଫାରୋନଟି ସଭାପତି ହେଲେବରିଷ୍ଠ ଆଇନଜିବୀ ପି. ପ୍ରସାଦ ରାଓ                  

IMG-20230310-WA0008
Share

 

 

ପାରଳାଖେମୁଣ୍ଡି:୧୦/୩(ଗରୁଡ଼ ଧ୍ଵଜ ଚୌଧୁରୀ )ବିଜୁ ଜନତା ଦଳ ତରଫରୁ ବରିଷ୍ଠ ଆଇନଜୀବୀ ପାଣ୍ଟାଲା ପ୍ରସାଦ ରାଓଙ୍କୁ ଗଜପତି ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ଭାବେ ନିଯୁକ୍ତି ଦିଆ ଯାଇଥିବା ସୂଚନା ମିଳିଛି. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପ୍ରସାଦ ରାଓଙ୍କୁ ଏହି ନୂତନ ଦାୟିତ୍ୱ ଦିଆ ଯାଇଛି. ବରିଷ୍ଠ ବିଜେଡି ନେତା, ରାଜ୍ୟସଭା ସାଂସଦ ତଥା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଓ ଅନୁମୋଦନକ୍ରମେ ବିଜୁ ଜନତା ଦଳ ତରଫରୁ ଶ୍ରୀ ମଙ୍ଗରାଜ ଏକ ପତ୍ର ଦ୍ୱାରା ଏହି ସୂଚନା ପ୍ରଦାନ କରିଛନ୍ତି.