May 14, 2026

ଵୀରନରସିଂହପୁର ଛକରୁ ସିରୁଳି ମହାବୀରନୂତନ ରାସ୍ତାକୁ ଉଦଘାଟନ କରିଲେ ବିଧାୟିକା ଉପାସନା ମହାପାତ୍ର ..

IMG-20240721-WA0027
Share

ପୁରୀଜିଲ୍ଲାର ପୁରିଷଦର ଵୀରନରସିଂହପୁର ରାସ୍ତା ଠାରୁ ଶିରୁଳିମହାବୀର ନୂତନ ରାସ୍ତାକୁ ମହାଡ଼ମ୍ବରରେ ଉଦଘାଟନ କରିଛନ୍ତି ବ୍ରହ୍ମଗିରି ର ଏବଂ ରାଜ୍ୟର ସର୍ବ କନିଷ୍ଠ ବିଧାୟିକା ଉପାସନା ମହାପାତ୍ର l

ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମଗିରି ଏବଂ ପୁରୀ ସଦରର ସମସ୍ତ ନେତୃମଣ୍ଡଳୀ ଉପସ୍ଥିତ ଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ