May 10, 2026

ରତ୍ନଭଣ୍ଡାର ଖୋଲିବା ପାଇଁ ଜଗନ୍ନାଥ ସେନା ପକ୍ଷରୁ ଏକଲକ୍ଷ ବଳିତାର ଦୀପ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସିଂହଦ୍ୱାର ନିକଟରେ ଦାନ କରାଯାଇଛି l

IMG-20240715-WA0006
Share

ରତ୍ନଭଣ୍ଡାର ଖୋଲିବା ପାଇଁ ଜଗନ୍ନାଥ ସେନା ପକ୍ଷରୁ ଏକଲକ୍ଷ ବଳିତାର ଦୀପ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସିଂହଦ୍ୱାର ନିକଟରେ ଦାନ କରାଯାଇଛି

ଆଜି ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲା ଯାଇଥିବା ବେଳେ ଜଗନ୍ନାଥ ସେନା ପକ୍ଷରୁ ଏହାକୁ ସ୍ୱାଗତ କରି ଜଗନ୍ନାଥ ସେନାର ଆବାହକ ପିଙ୍କୁ ଭାଇଙ୍କ ସହିତ ସେନାର ସଦସ୍ୟମାନେ ଏକଲକ୍ଷ ବଳିତାର ଏକ ଦୀପ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସିଂହଦ୍ୱାର ସମୁଖରେ ଲଗାଇ କିଭଳି ସୁରୁଖୁରୁରେ ଏହି କାର୍ଯ୍ୟ ସମ୍ପନ୍ନ ହେଉ ପ୍ରାର୍ଥନା କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ