November 26, 2024

ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ର ୭୫ ତମ ବନ ମହୋତ୍ସବ ପାଳିତ ..

Share

ଅସ୍ତରଙ୍ଗ,,ପୁରୀ ବନ୍ୟପ୍ରାଣି ବନଖଣ୍ଡ ଅଧିନ ,ଅସ୍ତରଙ୍ଗ ବନ୍ୟପ୍ରାଣି ବନାଞ୍ଚଳ ତରଫରୁ ଶନିବାର ଦିନ ସହନ ନିକଟ ଗଙ୍ଗାଦେବି ଝାଉଁ ଜଙ୍ଗଲ ପରିସରରେ ୭୫ ତମ ବନ ମହୋତ୍ସଵ ପାଳିତ ହୋଇ ଯାଇ ଅଛି । ଏହି ମହତ କାର୍ଯ୍ୟକ୍ରମ କୁ ‘ମା ପାଇଁ ଗଛ ଟିଏ’ ର ନାରା ଦେଇ ନଡ଼ିଆ ବଡୋଇ ଶୁଭ ଉଦ୍ଘାଟନ କରି ଗଛ ଟିଏ ରୋପଣ କରିଥିଲେ କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା । ବୃକ୍ଷ ନି ଜୀବନ । ଗଛ ବଞ୍ଚିଲେ ଆମେ ବଞ୍ଚିବା ସହ,ଗଛ ଆମକୁ ଛାଇ ଦେବାସହ ଅମ୍ଳ ଜାନ ମଧ୍ୟ ଦେଇ ଥାଏ । ତେଣୁକରି ଆଜିର ଏହି ପବିତ୍ର ଦିନ ତଥା ଆଗାମୀ ଦିନରେ ସମସ୍ତେ ଗୋଟେ ଗୋଟେ ଗଛ ଲଗାଇବା ପାଇଁ ଶପଥ ନେବା ବୋଲି ମତବ୍ୟକ୍ତ କରିଥିଲେ । ସେହି ପରି ଅସ୍ତରଙ୍ଗ ବନ୍ୟପ୍ରାଣୀ ବାନାଞ୍ଚଳ ତରଫରୁ ଆଗାମୀ ଦିନରେ ,୧ ଲକ୍ଷ୍ୟ ୮୦ ହଜାର ଚାରା ରୋପଣ କରାଯିବ ବୋଲି ଅସ୍ତରଙ୍ଗ ବାନାଞ୍ଚଳ ଅଧିକାରୀ ମୋନାଲିଶା ମହାପାତ୍ର ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଆରତୀ ନାଏକ,ବି ଡି ଓ ସୁଶ୍ରୀ ସସ୍ମିତା ବେହେରା,ବ୍ଲକ ଉପାଧ୍ୟକ୍ଷ ଦୃଜୟ ମିଶ୍ର,ପୂର୍ବତନ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତ୍ରିମୟ ଦଳାଇ,ପରିବେଶ ବିତ ଶୋଭାକର ବେହେରା, ସରପଞ୍ଚ କ୍ଷୀର କଣ୍ଡୀ ,ଙ୍କ ସମେତ ବନ ଭ ବିଭାଗର ଅସ୍ତରଙ୍ଗ ରେଞ୍ଜ ର ସମସ୍ତ କର୍ମଚାରୀ, ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲା ବେଳେ,ଏହି ସବୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବନପାଳ ସବିର ସାହୁ ଓ କାଳୀ ଚରଣ ମହାନ୍ତି ।(ଦୁଃଶାସନ ନାୟକ,ଅସ୍ତରଙ୍ଗ)

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed