May 10, 2026

ବିଜେପି ନେତାଙ୍କ ପରଲୋକରେ ଶୋକସଭା ଅନୁଷ୍ଠିତ

IMG-20240703-WA0022
Share

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ବିଜେପି ପକ୍ଷରୁ ବରିଷ୍ଠ ବିଜେପିନେତା ବୃନ୍ଦାବନ ସେନାପତିଙ୍କ ‌ପରଲୋକରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସଭାପତି ରାୟଗଡ଼ା ଶିବ ପଟ୍ଟନାୟକ,
ଲୋକ ସଭା ପ୍ରାର୍ଥୀକୋରାପୁଟ କାଳିରାମ ମାଝୀ,ଯୁବ ମୋର୍ଚ୍ଚା ସଭାପତି ରାୟଗଡ଼ା ଉମେଶ ଖୋସଲା,ରାମନାଗୁଡାମଣ୍ଡଳ ସଭାପତି ଚିନା କଣ୍ଡାଗୋରୀ
,ହଳଧର ହିମିରିକା ଜିଲ୍ଲା ସମ୍ଫାଦକ, କୋଲନରା ବ୍ଳକ ଉପାଧ୍ୟକ୍ଷ, ଶ୍ରୀନିବାସ ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି,ସୁଣ୍ଡିଢାମୁଣି ସରପଞ୍ଚ ଭାସ୍କର କୋଣ୍ଡାଗରୀ,ପୁଷ୍ପଞ୍ଜଳି ମୁଟିକା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ। ଏଥିରେ ସ୍ବର୍ଗତ ଫୋଟ ଚିତ୍ର ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ସମସ୍ତ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।।

ରିପୋର୍ଟ ସଞ୍ଜୀବ୍ କୁମାର ଦାଶ