ଖବର ଉପାନ୍ତ ଓଡିଶା ସମାଚାର ଆଜି ସାଧାରଣ ନିର୍ବାଚନର ଭୋଟ ଗଣତି ତାରିଖ, କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେଉଛି ଭୋଟ ଗଣତି — upanta odisha June 4, 2024 Shareଆଜି ସାଧାରଣ ନିର୍ବାଚନ ର ଭୋଟ ଗଣତି ତାରିଖ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେଉଛି ଭୋଟ ଗଣତି କାର୍ଯ୍ୟ। ସକାଳ ଆଠ ଟା ଠାରୁ ଭୋଟ ଗଣତି ଆରମ୍ଭ ହୋଇଛି। ରାଜ୍ୟର ସତୁରୀ ଟି କେନ୍ଦ୍ର ରେ ଭୋଟ ଗଣତି ଚାଲିଛି। ପ୍ରଥମେ ପୋଷ୍ଟଲ ବେଲେଟ ଗଣତି ହେଉଛି। ତା ପରେ ଏଭିଏମ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି। Post Navigation Previous ଆଜିର ରାଶିଫଳ.Next ଆଜିର ଖବର…. More Stories ଖବର ଉପାନ୍ତ ଓଡିଶା ସମାଚାର ବୃକ୍ଷରୋପଣ କାର୍ଯ୍ୟକ୍ରମ upanta odisha August 2, 2026 ଖବର ଉପାନ୍ତ ଓଡିଶା ସମାଚାର ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ। ଜିଲ୍ଲାପାଳ ଙ୍କ ଜଳ ପ୍ଲାବିତ ଅଞ୍ଚଳ ପରିଦର୍ଶନ ଓ ପ୍ରଭାବିତ ଙ୍କ ସହ ଆଲୋଚନା upanta odisha August 2, 2026 ଖବର ଉପାନ୍ତ ଓଡିଶା ସମାଚାର ସିଂଡୋଭ ଗ୍ରାମରେ ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କଲେ ଉପାଧ୍ୟକ୍ଷ upanta odisha August 2, 2026