ଖବର ଉପାନ୍ତ ଓଡିଶା ସମାଚାର ଆଜି ସାଧାରଣ ନିର୍ବାଚନର ଭୋଟ ଗଣତି ତାରିଖ, କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେଉଛି ଭୋଟ ଗଣତି — upanta odisha June 4, 2024 Shareଆଜି ସାଧାରଣ ନିର୍ବାଚନ ର ଭୋଟ ଗଣତି ତାରିଖ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେଉଛି ଭୋଟ ଗଣତି କାର୍ଯ୍ୟ। ସକାଳ ଆଠ ଟା ଠାରୁ ଭୋଟ ଗଣତି ଆରମ୍ଭ ହୋଇଛି। ରାଜ୍ୟର ସତୁରୀ ଟି କେନ୍ଦ୍ର ରେ ଭୋଟ ଗଣତି ଚାଲିଛି। ପ୍ରଥମେ ପୋଷ୍ଟଲ ବେଲେଟ ଗଣତି ହେଉଛି। ତା ପରେ ଏଭିଏମ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି। Post Navigation Previous ଆଜିର ରାଶିଫଳ.Next ଆଜିର ଖବର…. More Stories ଖବର ଉପାନ୍ତ ଓଡିଶା ସମାଚାର ସେମିଳିଗୁଡ଼ାରେ ବଡ଼ ଚଢ଼ାଉ: ୪୫୩ଟି ଅବୈଧ Pentazocine Injection ଜବତ, ୪ ଗିରଫ upanta odisha August 2, 2026 ଖବର ଉପାନ୍ତ ଓଡିଶା ସମାଚାର ସୋମବାର ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କରିବେ ଉଦ୍ଘାଟନ upanta odisha August 2, 2026 ଖବର ଉପାନ୍ତ ଓଡିଶା ସମାଚାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ଆଇଏଫ୍ଏସ୍ ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବିତ upanta odisha August 2, 2026