August 2, 2026
IMG-20260802-WA0062
Share

 

 

ଅଦ୍ୟ ତା ୦୨-୦୮-୨୦୨୬ ରିଖ ରବିବାର ଦିନ ସକାଳ ୮ ଟାରେ ବାଞ୍ଜିପାଲି ଗ୍ରାମରେ ଜହ୍ନାପଡ଼ା କେନାଲ ବ୍ରିଜ୍ ଠାରୁ ବାଞ୍ଜିପାଲି ଗ୍ରାମ ପର୍ଯ୍ୟନ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦୁଇ ଶହ ଟି ଚାରା ରୋପଣ କରାଯାଇଥିଲା । କରଞ୍ଜ ,ମେହେଗାନି,କୃଷ୍ଣଚୂଡ଼ା, ପିସ୍ତା ବାଦାମ, ଅଅଁଳା,ପଣସ ,ବରକୋଳି ଆଦି ଚାରା ବାରାହାଗୋଡ଼ା ରେ ଅବସ୍ଥିତ ସରକାରୀ ନର୍ସରୀ ଅଣା ଯାଇ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନନ୍ଦିଘୋଷ ଭୁଏ,ତ୍ରିଲୋଚନ ଖମାରୀ,ଜଗମୋହନ ଭୁଏ,ଶିବ ପ୍ରସାଦ ପଣ୍ଡା ,ଧରମ ନାଏକ,ଧୋବା ଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗ୍ରାମବାସୀ ସହଯୋଗ କରିଥିଲେ ।