ଭାରତୀୟ ଜନତା ପାର୍ଟି ଗୁଣୁପୁର ବିଧାନସଭା ର ସଂଚାଳନ ବୈଠକ | ଡବଲ ଇଂଜିନ ସରକାର ଉପରେ ଗୁରୁତ୍ୱ

bhgg
Share

ଗୁଣପୁର -ଭାରତୀୟ ଜନତା ପାର୍ଟି ଗୁଣୁପୁର ବିଧାନସଭା ର ଏକ ଗୁରୁତ୍ୱପୂର୍ଣ ସଂଚାଳନ ବୈଠକ ଅନୁଷ୍ଠିତ ହୋଇଯାଉଛି

ଏହି ବୈଠକ ରେ ଗୁଣୁପୁର ବିଧାନସଭା ର ସଂଯୋଜକ ପ୍ରମୋଦ କୁମାର ସାହୁ ଙ୍କ ଅଧକ୍ଷତା ଅନୁଷ୍ଠିତ ବୈଠକ ରେ କୋରାପୁଟ ଲୋକସଭା ପ୍ରଭାରୀ ଗୋବିନ୍ଦ ଜୈନ ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟନାୟକ ଗୁଣୁପୁର ବିଧାନସଭା ପ୍ରଭାରୀ ଶିବାଜୀ ଦାସ ବରିଷ୍ଠ କାର୍ଯ୍ୟକର୍ତ୍ତା ନରସିଂହ ମଣ୍ଡାଙ୍ଗୀ ଏବଂ ୱାଇ ଗଣପତି ଯୋଗ ଦେଇ କିଭଳି ଆମକୁ ଗୁଣୁପୁର ବିଧାନସଭା ଏବଂ କୋରାପୁଟ ଲୋକସଭା ପ୍ରାଥୀ ଙ୍କୁ ବିଜୟ କରିବା ତାକୁ ନେଇ ଆଲୋଚନା କରାଯାଇ ଥିଲା

ଗୁଣୁପୁର ବିଧାନସଭା ର ପ୍ରାଥୀ ତ୍ରିନାଥ ଗମାଙ୍ଗ ଚଳିତ 24 ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ଦିଆ ଯାଇଥିଲା

ସେହି ଭଳି କୋରାପୁଟ ଲୋକସଭା ର ପ୍ରାଥୀ ଭାବେ କାଳିରାମ ମାଝୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବେ

ଏହି ବୈଠକ ରେ ଗୁଣୁପୁର ବିଧାନସଭା ସଭା ର 10 ଟି ମଣ୍ଡଳ ର ସଭାପତି ଏବଂ କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗ ଦେଇ ଥିଲେ(ସୁରେନ୍ଦ୍ର ମହାନ୍ତି )

You may have missed