May 31, 2025

ସାମ୍ବାଦିକ ଦେବାଶିଷ ପାଣି ଙ୍କ ଝିଅର ୫ ମ ଜନ୍ମ ବାର୍ଷିକ ଉତ୍ସବ ପାଳିତ….

Share

କୁଜଙ୍ଗ(ଆରୋପ)ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଳରାମପୁର ଗ୍ରାମର ଯୁବ ସାମ୍ବାଦିକ ଦେବାଶିଷ ପାଣିଙ୍କ ପାଞ୍ଚ ବର୍ଷର ଅଲ୍ହି ଅଳି ଝିଅ ଦିବ୍ୟଙ୍କା ପାଣିଙ୍କ ୫ମ ବାର୍ଷିକ ଜନ୍ମ ଦିବସ ପାଳନ ହୋଇଯାଇଛି। ଏହି ଜନ୍ମ ଦିବସ ଅବସରରେ କୁଜଙ୍ଗ ବ୍ଲକର ସମସ୍ତ ସାମ୍ୱାଦିକ ବନ୍ଧୁ ମାନଙ୍କ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।ମାତ୍ର ଏହି ଜନ୍ମ ଦିବସକୁ ଖୁବ୍ ଧୁମ୍ ଧାମରେ ଯୁବ ସାମ୍ବାଦିକ ଦେବାଶିଷ ପାଣି ପାଳନ କରିଛନ୍ତି। ଏହି ଅବସରରେ ୫ ବର୍ଷୀୟ ଝିଅ ଦିବ୍ୟଙ୍କା ପାଣିଙ୍କ ପିତା ଦେବାଶିଷ ପାଣି,ଆଇ ମାଆ ବିଜୟା ଲକ୍ଷ୍ମୀ ପାଣି,ଦିବ୍ୟଙ୍କା ଙ୍କ ମାଆ ନନ୍ଦିନୀ ପାଣି,ପୁଉସୀ ସଭ୍ରଜିତା ପାଣି,ସୁଚିତ୍ରା ପାଣି, ସୁଭଦ୍ରା ପାଣି,ସୁଚିସ୍ମିତା ପାଣି ଭଗବାନଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ତାଙ୍କ ଝିଅ ଯୁବ ସାମ୍ବାଦିକ ଦେବାଶିଷ ପାଣି ଙ୍କ ଝିଅ ଦିବ୍ୟଙ୍କା ପାଣୀଙ୍କ ମଙ୍ଗଳ କାମନା କରିଛନ୍ତି। ଏହି ଉତ୍ସବରେ ସମସ୍ତ ବନ୍ଧୁ ବାନ୍ଧବ ସାଙ୍ଗ ସେଥି ଉପସ୍ଥିତ ରହି ଉତ୍ସବକୁ ଆଡମ୍ବର ସହ ପାଳନ କରିଥିଲେ।

You may have missed