August 8, 2026
beby
Share

ଆଜିର ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ଭଗବାନ ତୁମର ଚଲାପଥ କୁସମିତ କରନ୍ତୁ। ସମସ୍ତ ଗୁରୁଜନ, ପିତା, ମାତା, ସ୍ଵ ପରିବାର ଙ୍କ ମିଳିତ ଅଶ୍ରିବାଦକୁ ପାଥେୟ କରି ତୁମ ଜୀବନର ପ୍ରତ୍ୟେକ ମୂହୁର୍ତ୍ତ ସୁଖ ଏବଂ ସମ୍ବୃଧ୍ୟୀ ରେ ଭାରିଯାଉ ଏତିକି ଭଗବାନ ଙ୍କ ଠାରେ ପ୍ରାର୍ଥନା।

You may have missed