April 26, 2026

ଇଣ୍ଡିଆନ୍ ବ୍ୟାଙ୍କ ଗୋପାଳପୁର ପୋର୍ଟ ଶାଖା ଉଦଘାଟିତ…

wp6
Share

                                                                                                                                                                                                       ଛତ୍ରପୁର,୧/୩-ଇଣ୍ଡିଆନ୍ ବ୍ୟାଙ୍କ ଗୋପାଳପୁର ପୋର୍ଟ ଶାଖା ଉଦଘାଟିତ ହୋଇଯାଇଛି । ଏହାକୁ ଫିଲ୍ଡ ଜେନେରାଲ ମ୍ୟାନେଜର ଏମ୍‌.ଅରୁଣା ଉଦଘାଟନ କରିଥିଲେ । ଜୋନାଲ ମ୍ୟାନେଜର ଉଛବ ଚନ୍ଦ୍ର ପାତ୍ର, ଶଖା ପରିଚାଳକ ଅବିନାଶ ପ୍ରଧାନ, ଡିଜିଏମ ଅରଖିତ ସାହୁ ଉଦଘାଟନ ସମାରୋହରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ କୈଳାସ ଚନ୍ଦ୍ର ବେହେରା, ଛତ୍ରପୁର ଶାଖାର ସାନ୍ତନୁ କୁମାର ବେହେରା , ସିମାଂଚଳ ନାୟକ, ମୁଖ୍ୟ ପରିଚାଳକ ଶୁଭଲକ୍ଷ୍ମୀ ବେହେରାଙ୍କ ସମେତ କର୍ମଚାରୀ ଓ ଗ୍ରାହକ ଉପସ୍ଥିତ ଥିଲେ ରାଜ୍ୟ ସରକାର ଙ୍କ ତରଫରୁ ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ପ୍ରକାରର ଋଣ ପ୍ରଦାନ କରାଯାଉଛି ବ୍ୟାଙ୍କ ରୁ ଏହି ଋଣ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ସ୍ୱାବଲମ୍ବୀ ହୋଇପାରୁଛନ୍ତି ଆଜି ବ୍ୟାଙ୍କ ଉଦଘାଟନ ଉତ୍ସବ ରେ ଫିଲଡ ଜେନେରାଲ ମ୍ୟାନେଜର ଏମ ଅରୁଣା ଯୋଗ ଦେଇ କର୍ମଚାରୀ ମାନଙ୍କୁ ଗ୍ରାହକ ମାନେ ଯେଭଳି ଭାବରେ ବ୍ୟାଙ୍କ ର ସୁବିଧା ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ଅନ୍ୟ ତମ ଅତିଥି ଜେନେରାଲ ମ୍ୟାନେଜର ଉଶ୍ଚବ ଚନ୍ଦ୍ର ପାତ୍ର କୃଷି ସମ୍ୱନ୍ଧୀୟ ଋଣ ଚାଷୀ ମାନେ ବ୍ୟାଙ୍କ ରୁ ଋଣ ପାଇପାରିବେ ସେଥିପ୍ରତି ଗୁରୁତ୍ଵ ପ୍ରଦାନ କରିଥିଲେ(ଅରୁଣ କୁମାର ପଣ୍ଡା )