April 28, 2026

ପାନୀୟ ଜଳ ର ଗୁଣ ବତ୍ତା କୁ ନେଇ ପ୍ରସିକ୍ଷଣ ଶିବୀର….

popl
Share

 

ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ କୋରାପୁଟ ଅନୁକୁଲ୍ୟ କୋଟପାଡ଼ ବ୍ଲକ ପରିସରରେ ପାନୀୟ ଜଳର ଗୁଣ ବତ୍ତା ଓ ପରିମଳ ସର୍ବେକ୍ଷଣ ସମ୍ବ ନ୍ଧୀୟ ବ୍ଲକ ସ୍ତରୀୟ ପ୍ରସିକ୍ଷଣ ଶିବୀର ଅନୁଷ୍ଠିତ ହୋଇ ଯାଇଛି. ନଳ କୂପ ଖୋଳିବା ସମୟ ରେ ଜଳର ମାନ ଓ ଗୁଣ ବତ୍ତା କୁ ପରୀକ୍ଷା କରିବା. ଏବଂ ସର୍ବେକ୍ଷଣ ସମ୍ବନ୍ଧୀୟ ଏହି ଶିବିର ରେ ଉପସ୍ଥିତ ଏମ ବି କେ ମାନଙ୍କୁ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ପ୍ରସିକ୍ଷଣ ପ୍ରଦାନ କରି ଥିବା ଜଳ ଓ ପିରିମଳ ବିଭାଗ ର ବରିଷ୍ଟ ଯନ୍ତ୍ରୀ ଶ୍ରୀ ସମୟ କୁମାର ମାରାଣ୍ଡି ସୂଚନା ଦେଇ ଥିବାର ଜଣା ଯାଇଛି.ଏମ ବି କେ ଉଜାଲା ଆସଇ. ଦେବିକି ଚାଲାଣ. ନମିତା ନାୟକ. ସାଗିରିକା ମାଝୀ. ସ୍ୱର୍ଣ ପଟ୍ଟନାୟକ. ରଂଜିତା ନାୟକ, ସୁବର୍ଣ୍ଣ ନାୟକ. ଙ୍କ ସମେତ ସତର ଗୋଟି ପଞ୍ଚଯାତର ଏମ ବି କେ ମାନେ ଏହି ଶିବିର ରେ ଉପସ୍ଥିତ ଥିଲେ I(କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା )

You may have missed