ପୁରୀ ଜିଲ୍ଲା ପୁରୀ ସଦର ବ୍ଲକ ବାଲିପଡ଼ା ଗ୍ରାମ ପଞ୍ଚାୟତ ଅଧୀନ ବାଙ୍ଗୁରୁବା ଗଦାଧର ପୁର ଚନ୍ଦ୍ରସେଖର ଦେବ ବିଦ୍ୟା ପିଠ ରେ ବ୍ଲୁ ହ୍ଵିଲ୍ହ ହସ୍ପିଟାଲ ଓ ( ମାନବ ସେବା ହିଁ ମାଧବ ସେବା ) ମିଳିତ ସହଯୋଗ ରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ..
ପୁରୀ ଜିଲ୍ଲା ପୁରୀ ସଦର ବ୍ଲକ ବାଲିପଡ଼ା ଗ୍ରାମ ପଞ୍ଚାୟତ ଅଧୀନ ବାଙ୍ଗୁରୁବା ଗଦାଧର ପୁର ଚନ୍ଦ୍ରସେଖର ଦେବ ବିଦ୍ୟା ପିଠ ରେ ବ୍ଲୁ ହ୍ଵିଲ୍ହ ହସ୍ପିଟାଲ ଓ ( ମାନବ ସେବା ହିଁ ମାଧବ ସେବା ) ମିଳିତ ସହଯୋଗ ରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅଥିତି ଭାବେ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଗତିଶ୍ଵର ମହାପାତ୍ର ଯୋଗଦେଇ ଥୀଲେ ଓ ମାନବ ସେବା ହିଁ ମାଧବ ସେବା ର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ ନିରଞ୍ଜନ ସ୍ୱାଇଁ ଯୋଗ ଦେଇ କାଯ୍ୟକ୍ରମ କୁ ଆଗକୁ ବଡେଇ ବା ସହିତ ହସ୍ପିଟାଲ ର ଏକ ୭ ଜଣିଆ ଡାକ୍ତରି ଦଳ ଓ ମାନବ ସେବା ସଙ୍ଘଠନ ର ବସନ୍ତ ସାରେ, ବ୍ରଜେନ୍ଦ୍ର ସେଠ,ଆଲୋକ ପାଡ଼ି, ଅଜୟ ପ୍ରଧାନ, ଅଶୋକ ଜେନା, ବଟକୃଷ୍ଣ ବେହେରା, ରାଜାରାମ ସ୍ୱାଇଁ, କାବୁ ବେହେରା, ସାଇ ଗୋଛାୟତ ଜଗବନ୍ଧୁ ଜେନା ପ୍ରମୁଖ ଯୋଗ ଦେଇ କାଯ୍ୟ କ୍ରମକୁ ସକାଳ ୧୦ ଘଟିକା ରୁ ଆରମ୍ଭ କରି ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଆଗକୁ ବଡେଇ ବାରେ ସହଯୋଗ କରିଥିଲେ ଏହି କାଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ର ରୋଗ ରେ ପୀଡିତ ଥିବା ବାଲିପଡ଼ା ଗ୍ରାମ ପଞ୍ଚାୟତ ର ବାସିନ୍ଦା ତିନିଶହ ରୁ ଅଧିକ ରୋଗୀ ଯୋଗ ଦେଇ ଥୀଲେ ଓ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ରେ ମେଡ଼ିସିନ ଓ ବୟସ୍କ ଲୋକ ଯିବା ଆସିବା କରିବା ପାଇଁ ଏକ ଚାରି ଚକିଆ ଗାଡି ର ଵେବସ୍ତା ମଧ୍ୟ୍ୟ କରା ଯାଇଥିଲା !
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)