March 10, 2026

ଗଜପତି ଜିଲ୍ଲା ରାଣିପେଣ୍ଠ ନିକଟସ୍ଥ ନିୟତି ମାନସିକ ଅନଗ୍ରସ ର ସ୍କୁଲରେ ୭୫ ତମ ଗଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି…

kjbhkj
Share

                                                                                                                                                                                                                                                                   ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ରାଣିପେଣ୍ଠ ଗ୍ରାମ ନିକଟସ୍ଥ “ନିୟତି ମାନସିକ ଅନଗ୍ରସର ସ୍କୁଲ ପକ୍ଷରୁ ୭୫ ତମ ଗଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି
ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ,ଓ କୋଷାଧ୍ୟକ୍ଷ, ଶ୍ରୀ ଲୋକନାଥ ମିଶ୍ର , ଯୋଗ ଦେଇ ନିୟତି ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଥିଲେ, ଗଣତନ୍ତ୍ର ଦିବସ ଅବସର ରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସ୍କୁଲ ର ଅଧକ୍ଷା ଶ୍ରୀ ସ୍ନେହଲତା ପାଣିଗ୍ରାହୀ, ଯଛନା ଡାକୁଆ, ଶାଶ୍ଵତୀ ବେବର୍ତ୍ତା ,ସୁନିତ କୁମାର ଗମାଙ୍ଗ, ଉପସ୍ଥିତ ଥିଲେ ଶେଷରେ ସ୍ନେହଲତା ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍କୁଲର ଅଧ୍ୟକ୍ଷା ସମେତ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସ୍ନେହଲତା ପାଣିଗ୍ରାହୀ, ଜଛନା ଡାକୁଆ, ଶାଶ୍ଵତୀ ବେବର୍ତ୍ତା l, ସୁନିତ କୁମାର ଗମାଙ୍ଗ, ଉପସ୍ଥିତ ପ୍ରମୁଖ ଉପସ୍ଥିତ ଥିଲେ ଶେଷରେ ସ୍ନେହଲତା ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ l(ଗରୁଡ଼ ଧ୍ୱଜ ଚୌଧୁରୀ)