ଅଯୋଧ୍ୟା ଠାରେ ରାମ ଲାଲା ଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ବ୍ରହ୍ମପୁର ଉତ୍ସବ ମୁଖର….

iuygu
Share

ଗଞ୍ଜାମ ପ୍ରମୁଖ ସହର ବ୍ରହ୍ମପୁର ଠାରେ ମହା ଆଡମ୍ବରରେ ଏହି ଦିନ ଟିକୁ ପାଳନ କରିଛନ୍ତି ବ୍ରହ୍ମପୁର ବାସୀ। ଅଯୋଧ୍ୟା ଠାରେ ରାମ ଲାଲା ଙ୍କ ପ୍ରତିମା ପ୍ରତିଷ୍ଠା ଅବସରରେ ଦେଶ ତମାମ ଉତ୍ସବ ପାଳନ ହୋଇଥିଲା ବେଳେ ବ୍ରହ୍ମପୁର ସହର ବାସୀ ତାଳ ମୃଦଙ୍ଗ ଘଣ୍ଟ ସହ କୀର୍ତ୍ତନ କରି ସାହି ସାହି ପରିକ୍ରମା ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ବ୍ରହ୍ମପୁର ସ୍ଵର୍ଣ୍ଣ ଅଳଙ୍କାର ସଂଘ ମଧ୍ୟ ଏହି ଦିବସ ପାଳନ କରିଛି।
(ବ୍ରହ୍ମପୁର ରୁ ନୂରୁଲ ମଲ୍ଲିକ ଙ୍କ ରିପୋର୍ଟ)