April 25, 2026

ବ୍ରହ୍ମପୁର ସ୍ଵର୍ଣ୍ଣକାର ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ …

jyhgtu
Share


ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସାନ୍ତରାଣି ସାହି ମଧ୍ୟରେ ଥିବା ଶ୍ରୀ ଶ୍ରୀ ବୀର ଭମେନ୍ଦ୍ର ସ୍ୱାମୀଜୀ ମନ୍ଦିର ପରିସର ଡାଇମଣ୍ଡ ଟ୍ୟାଙ୍କ ରୋଡ ମଧ୍ୟରେ ସ୍ଥାନୀୟ ସ୍ୱର୍ଣକାର ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ
ସଂଘର ସଭାପତି
ପି. ବୀରଭଦ୍ରମ ଆଚାରୀ, ସମ୍ପାଦକ ଡି. ଶସିଧର ଆଚାରୀ ପ୍ରମୁଖଙ୍କ ପରିଚାଳନାରେ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ବହୁ ଥର ଏହି ବୈଠକକୁ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା ଙ୍କ ସମେତ ଆର. ମୁରଲୀ ମଧ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।
ଅତିଥି ମାନେ ନିଜ ବକ୍ତବ୍ୟରେ ସଂଘର ସମସ୍ତ କାର୍ଯ୍ୟରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି। ଏହି ବୈଠକରେ ବ୍ରହ୍ମପୁର ଠାରେ ସ୍ୱର୍ଣକାର ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।
(ବ୍ରହ୍ମପୁର ରୁ ନୁରୁଲୁ ମଲ୍ଲିକ ଙ୍କ ରିପୋର୍ଟ)

You may have missed