November 14, 2024
Share

 

*ତାରିଖ ୧୨/୦୨/୨୩, ରବିବାର*

 

*୧-ଲିଙ୍ଗରାଜ ମନ୍ଦିରରେ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା। ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ କଲେ ପ୍ରାର୍ଥନା।*

 

*୨-ବିଦ୍ୟାଧରପୁର ସ୍ଥିତ ଇଣ୍ଡିଆନ୍ ରାଇସ କଂଗ୍ରେସର ଉଦଘାଟନ୍ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।*

 

*୩-ପ୍ରତିଶ୍ରୁତି ରକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର।*

 

*୪-ଡକ୍ୟୁମେଣ୍ଟ ଲିକ ଅଭିଯୋଗରେ ‘ହାଲ’ର ୨ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ।*

 

*୫-ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ବେଳେ କୁନି କୁନି ପିଲାଙ୍କୁ ଭେଟିଲେ ରାଷ୍ଟ୍ରପତି, ଗୋଲାପ ନେଲେ ଚକୋଲେଟ୍‌ ଦେଲେ।*

 

*୬-ସରିଲା ଗୋପାଳ ଦାସର ନାର୍କୋ ଟେଷ୍ଟ, ରବିବାର ଫେରିବ ଝାରସୁଗୁଡା।*

 

*୭-ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଧୈର୍ଯ୍ୟ ଧରିବାକୁ ଦେଲେ ଆଶ୍ୱାସନା।*

 

*୮-ଓଡ଼ିଶା ପୋଲିସ ସବ୍ ଇନିସପେକ୍ଟର ନିଯୁକ୍ତି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ, ମାର୍ଚ୍ଚ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି।*

 

*୯-କଟକରୁ ଧରାପଡିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ।*

 

*୧୦-ଏମ୍‌ସ ଭୁବନେଶ୍ୱରରେ ଆଣ୍ଠୁ ଓ ନିତମ୍ବ ଗଣ୍ଠିର ସଫଳ ମିଳିତ ପ୍ରତିରୋପଣ, ବିରଳ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ, ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ।*

 

*୧୧-ବ୍ରହ୍ମପୁର:ଅଫିସିଆଲ ନୋଟିସ୍‌ ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ସ୍ଥଗିତ; ଧାରଣାରୁ ଓହରିଲେ ଛାତ୍ରଛାତ୍ରୀ।*

 

*୧୨-ଘଟଗାଁ:ହାତୀଦାନ୍ତ ଚାଲାଣ କରୁଥିବା ସମୟରେ ମାଡ଼ିବସିଲା STF, ଜଣେ ଗିରଫ।*

 

*୧୩-ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ନୂଆ ନକ୍ସା; BSKY ଢାଞ୍ଚାରେ ଆସିପାରେ ଫସଲ କ୍ଷତିଭରଣା ନୀତି।*

 

*୧୪-ସୁନ୍ଦରଗଡ଼ ବଣାଇ କୁଲୁକୁତା ଘାଟି:ବ୍ରେକ ଫେଲ୍‌ ହେବା ପରେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଡିଜେ ଗାଡି,ଜଣଙ୍କ ମୃତ୍ୟୁ ଓ ୨୦ରୁ ଅଧିକ ଆହତ।*

 

*୧୫-ନୂଆଦିଲ୍ଲୀ : ନାଗପୁର ଟେଷ୍ଟରେ ଭାରତର ଇନିଂସ ବିଜୟ।*

 

*୧୬-ହିଣ୍ଡେନବର୍ଗ’ ଝଡ଼ ଭିତରେ ଆଦାନୀଙ୍କ ବଡ ନିଷ୍ପତି, ଆଇନ ଲଢେଇ ପାଇଁ ଆମେରିକାର ୱାଚଟେଲ ଲିଗାଲ ଫାର୍ମକୁ ଦେଲେ ଦାୟିତ୍ୱ।*

 

*୧୭-ପାକିସ୍ତାନରେ ହାହାକାର ; ବିଜୁଳି,ଶିକ୍ଷା ଦୂରରେ ,ଖାଇବାକୁ ଖାଦ୍ୟ ନାହିଁ।*

 

*୧୮-ତୁର୍କୀ ଓ ସିରିଆରେ ବିନାଶକାରୀ ଭୂକମ୍ପରେ ବଢିଛି ଚାଲିଛି ମୃତ୍ୟୁ ସଂଖ୍ୟା,ପ୍ରାୟ ୨୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ,୮୦,୦୫୨ ଆହତଙ୍କୁ ଉଦ୍ଧାର।*

 

. *🙏 ସୁପ୍ରଭାତ🙏*