November 15, 2024
Share

*ଖବର ଆଜିର*

*ତାରିଖ ୧୦/୦୨/୨୩, ଶୁକ୍ରବାର*

 

*୧-ଆଜି ଦିନ ୧୧ଟା ୪୫ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ରାଷ୍ଟ୍ରପତି।*

 

*୨-ଭାବବିହ୍ୱଳ ପରିବେଶରେ ନବ ଦାସଙ୍କ ଦ୍ୱାଦଶାହ: ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।*

 

*୩-୧୧ରେ କଟକ ବିଦ୍ୟାଧରପୁର NRRIରେ ଯୋଗଦେବେ ଦ୍ରୌପଦୀ ମୁର୍ମୁ, ରାଇସ କଂଗ୍ରେସର କରିବେ ଉଦଘାଟନ।*

 

*୪-ଖଣି ଓ ଇସ୍ପାତ ବିଭାଗରେ ନିଯୁକ୍ତି ପାଇଲେ ୬୫ ଅଧିକାରୀ।*

 

*୫-ବିଏମ୍‌ସିକୁ ଝଟକା: ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ସମ୍ପର୍କିତ ନିର୍ଦ୍ଦେଶନାମାକୁ ଖାରଜ କଲେ ହାଇକୋର୍ଟ।*

 

*୬-ଢେଙ୍କାନାଳ ମହାବିରୋଡ଼ ବ୍ୟାଙ୍କ ଲୁଟ ଘଟଣା: ୬ କେଜି ସୁନା ସହ ୯ ଡକାୟତ ଗିରଫ।*

 

*୭-କିଟ୍ କାର୍ନଭାଲ ଷ୍ଟାର ନାଇଟ୍‌ରେ ଜଲଓ୍ୱା ଦେଖାଇଲେ ବଲିଉଡ ଗାୟିକା ସୁନିଧି ଚୌହାନ, ନାଚିଲେ ଛାତ୍ରଛାତ୍ରୀ।*

 

*୮-ମେ’ ରେ OJEE, ଆଜିଠୁ ପଞ୍ଜିକରଣ ଆରମ୍ଭ, ମାର୍ଚ୍ଚ ୨୦ ଯାଏଁ ଚାଲିବ।*

 

*୯-ସୁଶାନ୍ତ କୁମାର ମହାନ୍ତି ନୂଆ ସୂଚନା କମିଶନର ନିଯୁକ୍ତ।*

 

*୧୦-ଜଷ୍ଟିସ ଶତ୍ରୁଘନ ପୂଜାହାରୀ ହେଲେ ଓଡ଼ିଶା ମାନବାଧିକାର କମିଶନ ନୂଆ ଅଧ୍ୟକ୍ଷ।*

 

*୧୧-ବ୍ରହ୍ମପୁର:ଗଞ୍ଜେଇ ଚାଲାଣ ଯାଞ୍ଚ କରୁ କରୁ ମିଳିଲା ୧୮ ଲକ୍ଷ ଟଙ୍କା, ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ।*

 

*୧୨-ବଲାଙ୍ଗିର ସଡକ ଦୁର୍ଘଟଣା, ସ୍ଵାମୀଙ୍କ ପରେ ହସ୍ପିଟାଲ୍‌ରେ ଆଖି ବୁଜିଲେ ସ୍ତ୍ରୀ ଏବଂ ଶିଶୁ।*

 

*୧୩-କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ:ଅଭାବନୀୟ ଦୃଶ୍ୟ, ପାଖରେ ଟଙ୍କା ନଥିବାରୁ ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ବାମୀ।*

 

*୧୪-ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଆଦର୍ଶ ବିଦ୍ୟାଳୟର ଆଶାନୁରୂପ ସଫଳତା ହାସଲ ।*

 

*୧୫-୨୦୨୨ ରେ ଭାରତୀୟ ନାଗରିକତା ଛାଡ଼ିଛନ୍ତି ୨,୨୫ ଲକ୍ଷ ଲୋକ, ସଂସଦରେ ସୂଚନା ଦେଲେ ସରକାର।*

 

*୧୬-ରାମ ରହିମଙ୍କ ପାରୋଲକୁ ନେଇ ଉଠିଲା ପ୍ରଶ୍ନ, ହରିୟାଣା-ପଞ୍ଜାବ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ।*

 

*୧୭-ଆସାମ ବାଲ୍ୟ ବିବାହ ଗିରଫଦାରୀ ସଂଖ୍ୟା ୩ ହଜାର ପାଖାପାଖି ପହଞ୍ଚିଲା; ୭୮ ମହିଳା ବି ଆରେଷ୍ଟ।।*

 

*୧୮-ମହିଳା T-20 ବିଶ୍ଵ କପ ଆଜିଠାରୁ।ଟ୍ରଫି ହାସଲ ଲକ୍ଷରେ ହରମନପ୍ରୀତ ବାହିନୀ।*

 

*୧୯-ତୁର୍କୀ-ସିରିୟା ଭୂମିକମ୍ପ: ୭୨ ଘଣ୍ଟା ପରେ ବି ବଞ୍ଚିଛି ଜୀବନ, ମୃତ୍ୟୁସଂଖ୍ୟା ୨୦ ହଜାର ଟପିଲା।*

 

. *🙏 ସୁପ୍ରଭାତ 🙏*