October 19, 2026

ଗୋବରାରେ ମାଆ ଶ୍ୟାମାକାଳୀଙ୍କ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

IMG-20231019-WA0024
Share

ଗୋବରାରେ ମାଆ ଶ୍ୟାମାକାଳୀଙ୍କ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବେଲଗୁଣ୍ଠା,19/10, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡ଼କରେ ଅନୁଷ୍ଠିତ ହେବ ମାଆ ଶ୍ୟାମାକାଳୀଙ୍କ ପୂଜା I ଏହି ପ୍ରରିପ୍ରେକ୍ଷୀରେ ଆଜି ମାଆଙ୍କ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି I ଗୋବରା ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ସଭାପତି ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଉଲା ନାୟକ, କୋଷାଧ୍ୟକ୍ଷ ସୁଶାନ୍ତଙ୍କ ରଣାଙ୍କ,କର୍ତ୍ତା କୈଳାସ ଚନ୍ଦ୍ର ସାହୁ,କୋକ ବେହେରା, ପୂଜକ ରାମଚନ୍ଦ୍ର ମିଶ୍ର, ମଣ୍ଟୁ ମୁନିଙ୍କ ସମେତ ସଂଘର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରୁ ରୀତିନୀତି ମୁତାବକ ପୂଜାବିଧି କରି ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା I କାର୍ଯ୍ୟକ୍ରମରେ ଗୋବରା ଗ୍ରାମବାସୀ, ବାସୁଦେବପୁର ଗ୍ରାମବାସୀ ଏବଂ ଗୋବରା ବଣିକ ସଂଘ ସଦସ୍ୟମାନେ ସହଯୋଗ କରିଥିଲେ I

ଫଟୋ

You may have missed