September 29, 2024

ମୁଖ୍ୟମନ୍ତ୍ରୀ ଙ୍କ ସ୍କୁଟର ଯୋଜନା ରେ ମିଶନ ଶକ୍ତି ମହିଳାଙ୍କୁ ମିଳିଲା ସ୍କୁଟି।

Share

ମୁଖ୍ୟମନ୍ତ୍ରୀ ଙ୍କ ସ୍କୁଟର ଯୋଜନା ରେ ମିଶନ ଶକ୍ତି ମହିଳାଙ୍କୁ ମିଳିଲା ସ୍କୁଟି।

ହାଟଡିହି ଆଜି ଓଡିଶା ର ମୁଖ୍ୟମନ୍ତ୍ରୀ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଗୋଟିଏ ଲେଖାଏଁ ସ୍କୁଟି ମାଗଣା ରେ ଯୋଗାଇ ଦେଇଛନ୍ତି। ଯାହାଦ୍ଵାରା ମିଶନ ଶକ୍ତି ମହିଳା ମାନେ ନିଜର ଦାୟିତ୍ୱ କୁ ସଠିକ ଭାବରେ କରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଛନ୍ତି। ଏଥରେ ହାଟଡିହି ବ୍ଲକର ଏକାଧିକ ସ୍ଵୟଂ ସହାୟକ ମହିଳା ସାମିଲ ହୋଇ ସ୍କୁଟି ପାଇଥିବା ବେଳ ଏହି କାର୍ଯ୍ୟକ୍ରମ କୁ ଆନନ୍ଦପୁର ବିଧ୍ୟାୟକ ଭାଗିରଥି ସେଠୀ ହାଟଡିହି ବିଡ଼ିଓ ସୌମ୍ୟା ଶ୍ରୀ ପାଣିଗ୍ରାହୀ ମିଶନ ଶକ୍ତି ବିପିସି ଦେବବ୍ରତ ସାମଲ, ବିପିଏସିଏ ପ୍ରତ୍ୟୁଷନା ସାହୁ ବିଏଲସି ମାନଙ୍କ ମଧ୍ୟରେ ମିନାକ୍ଷୀ ମୋନାଲିସା , ସ୍ୱର୍ଣ୍ଣରାଣି ପୂର୍ଷ୍ଟି ଙ୍କ ସହ ବିଏଲ୍ ଫ ଓ ସ୍କୁଟି ହିତାଧିକାରୀମାନେ ଯୋଗ ଦେଇଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ