କୁନ୍ଦ୍ରା ବ୍ଲକ କଂଗ୍ରେସ ପକ୍ଷରୁ ପଞ୍ଚାୟତ ସମିତି କାର୍ଯାୟଳୟ ଘେରାଉ
କୁନ୍ଦ୍ରା ବ୍ଲକ କଂଗ୍ରେସ ପକ୍ଷରୁ ପଞ୍ଚାୟତ ସମିତି କାର୍ଯାୟଳୟ ଘେରାଉ
କୋରାପୁଟ ଜ଼ିଲ୍ଲା କୁନ୍ଦ୍ରା ବ୍ଲକ ଠାରେ ଆଜି ପି ସି ସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଦୁର୍ଗା ସଙ୍କର ସାହୁଙ୍କ ଆୱା ନ କ୍ରମେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ସତାଧିକ କର୍ମୀ ଏକ ବିରାଟ ସଭା ଯାତ୍ରା ରେ ବାହରି ବ୍ଲକ ଅଫିସ ମାନଙ୍କ ରେ ବ୍ୟାପକ ପି ସି କାରବାର ଦର ଦାମ ବୃଦ୍ଧି ନାରୀ ନିର୍ଯାତନା. ବେକାରୀ ସମସ୍ୟା ଚାଷୀ ମାରଣ ନୀତି.ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ବିରୁଧରେ ବିଭିନ୍ନ ସ୍ଲୋଗାନ ମାନ ଦିଆଯାଇଥିଲା. ଏବଂ ଜନ ପ୍ରତିନିଧିଙ୍କ କ୍ଷମତା କୁ କିପରି ସରକାରୀ କର୍ମ ଚାରି ମାନେ ବ୍ୟବହାର କରୁଛନ୍ତି ସେ ନେଇ ନେତା ମାନେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ I ବ୍ଲକ ସଭାପତି ସୁରେନ୍ଦ୍ର ପରଜା ସମ୍ପାଦକ ଦୈତାରୀ ମଲିକ.କୃଷକ ସେଲ ସଭାପତି ଭବାନୀ ରଥ. ବ୍ଲକ ଅଧକ୍ଷା ରମେଶ୍ୱରୀ ପରାଜା. ରାଜେଶ ଗୁରୁ. ଧନୀ ବାରିକ. ଦେବୀ ପ୍ରସାଦ ନାୟକ. ସରପଞ୍ଚ ଶିବ ପ୍ରଧାନୀ. ପିସିସି ସଭ୍ୟ ଲକ୍ଷ୍ମୀ ପଟ୍ଟନାୟକ. ସମିତି ସଭ୍ୟା ନମିତା ହରିଜନ. ସୁବାଷ ସେବତୀଙ୍କ ସମେତ ସତାଧିକ କର୍ମୀ ଓ ନେତା ସାମିଲ ଥିଲେ ସେହିପରି ବୈପାରୀଗୁଡା ରେ ବ୍ଲକ ସଭାପତି ଗୌର ପାତ୍ର ଙ୍କ ନେତୃତ୍ୱ ରେ ଏହି ଘେରାଉ କାର୍ଯ୍ୟ କ୍ରମ ରେ. ଜ଼ିଲ୍ଲା ସଭାପତି ଶ୍ରୀ ଦୁର୍ଗା ସଙ୍କର ସାହୁ ସତ୍ୟ ନାରାୟଣ ମହାନ୍ତି. ସରପଞ୍ଚ ଜୟନ୍ତୀ ନାୟକ ଗୌରୀ ପାଙ୍ଗି. ବାପି ପରିଡା କୋରାପୁଟ ବିଧାୟକ ଆଶାୟୀ ପ୍ରାର୍ଥୀ କୃଷ୍ଣ କୁଲଦୀପ ଙ୍କ ସହ ସତଧିକ କର୍ମୀ ଯୋଗ ଦେଇଥିଲେ I କୋଟପାଡ଼ ବ୍ଲକ ଏବଂ ନଗର କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଅନୁରୂପ ଭାବେ ଘେରାଉ କାର୍ଯ୍ୟ କ୍ରମ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଙ୍କ ନେତୃତ୍ୱ ରେ ହୋଇଛି. ପିସିସି ସଭ୍ୟ ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ. ସରପଞ୍ଚ ତ୍ରିନାଥ ମାଝୀ. ବୁଟୁନା ମହା ପାତ୍ର. ପୌରାଧକ୍ଷ ଶ୍ରୀ ସଙ୍କର ରାଓ,ଅଶୋକ ମିଶ୍ର. କାଲି ହୋତା. ଉମେଶ ଚନ୍ଦ୍ର ବ୍ରହ୍ମା ଙ୍କ ସମେତ କାଉନ ସିଲର ଓ ବହୁ କର୍ମୀ ଙ୍କ ଉପସ୍ଥିତି ରେ ବିଡ଼ିଓ ଶ୍ରୀମତୀ ସ୍ନେହ ପ୍ରଭା ମାଝୀ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I