March 12, 2026

ଧରିତ୍ରୀ ମା କୁ ବଞ୍ଚାଇବା ପାଇଁ ଏମ ସି ଏଲ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ I

IMG-20230806-WA0008
Share

ଧରିତ୍ରୀ ମା କୁ ବଞ୍ଚାଇବା ପାଇଁ ଏମ ସି ଏଲ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ I

କୋରାପୁଟ ଜ଼ିଲ୍ଲା କୋଟପାଡ଼ ତାଲୁକରେ ଥିବା ଶୁଣ୍ଢୀ ଧାରଗୁଡ଼ି ଗ୍ରାମ ରେ ମୀରା କ୍ଲିନ ଫୁଏଲ ଲିମିଟେଡ଼ ରେ ଗ୍ଲୋବାଲ ୱାରମିଙ୍ଗ ରୁ ବଞ୍ଚେଇବା ପାଇଁ ଅଗଷ୍ଟ ଛ ତାରିଖ କୁ ବୃକ୍ଷ ରୋପଣ ଦିବସ ରୂପେ ପାଳନ କରାଯାଇଛି I ଏହି ଅବସରରେ ଏମସିଏଲ ନିର୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଯୋଗ ଦେଇ ଧରିତ୍ରୀ ମା କୁ ବଞ୍ଚେଇବା ହେବ ଆମ ଆଖି ଆଗରେ ଏକ ମାତ୍ର ଘର ଏହି ପୃଥିବୀ କୁ ଧ୍ବଂସ ହେବାରେ ଦେଖି ପାରିବା ନାହିଁIଆସନ୍ତୁ ପ୍ରତ୍ୟକ ଗ୍ରାମ. ତାଲୁକ ଏବଂ ସହରକୁ ଷଷ୍ଟ ନୋବେଲଟି କରିବା ସହ ପ୍ରତ୍ୟେକ ତହସିଲକୁ ଷଷ୍ଟ ଷ୍ଟାଟପ ରେ ଆରମ୍ଭ କରିବା ବୋଲି ପରା ମର୍ଶ ପ୍ରଦାନ କରି ଥିଲେ I ଏହି ଅବସରରେ ପୌରାଧକ୍ଷ ଶ୍ରୀ ଏମ ସଙ୍କର ରାଓ,ଏମସିଏଲ ଅଧକ୍ଷ ଶ୍ରୀ ବିଭୁଦତ୍ତ ମହାନ୍ତି,ବବଲୁ ମହାନ୍ତି,ଏମବିପି ଶ୍ରୀ ରୋମାକାନ୍ତ ବିଶୋଇ. ରଞ୍ଜିତ ପାତ୍ର. ପ୍ରଫୁଲ ଦୁରୁଆ. ବାନାର୍ଜୀ ରାଓ. ଏମ ଡି. ସାଫସେଲ. ପୁରଣ ନାୟିକ. ଯୋଗ ଦେଇ ଏ ଅଞ୍ଚଳରେ ଏମ ସି ଏଲ ଦ୍ୱାରା ସତଧିକ ଚାଷୀ ଉପକୃତ ହେବେ ବୋଲି ମୋତ ପ୍ରକାଶ କରିଥିଲେ I ଚଳିତ ମାସ ଦଶ ତାରିଖ ଦିନ ବମ୍ବେ ଠାରେ ବିଶ୍ୱ ବାୟ ଫୁଏଲ ଦିବସ ପାଳନ ହେବ ସେଠାରେ ଯୋଗ ଦେବା ପାଇଁ ନିର୍ଦେଶକ ଶ୍ରୀ ମହାନ୍ତି ଙ୍କୁ ନିମନ୍ତ୍ରଣ ହୋଇଥିବାରୁ. ବରିଷ୍ଟ ନାଗରିକ ଶ୍ରୀ ମନୋହାର ବିଶୋଇ. କାଲି କୃଷ୍ଣ ହୋତା. ପବିତ୍ର ମୋହନ ଦାସ,ପଦ୍ମନ ବିଶୋଇ ଅନ୍ତର୍ଜାତୀୟ ବାୟ ଫୁୟଲ ସମ୍ମିଳନି ର ମୁଖ୍ୟ ଙ୍କୁ କୃତଜ୍ଞତା ଜଣାଇଛନ୍ତି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଓଡିଶା ଖବର I

You may have missed