April 18, 2025

ପୋଲିସ ମୁଖ୍ୟାଳୟ ରେ ଏକେ -୪୭ ଗୁଳିରେ ଡେପୁଟୀ ସୁବେଦାର ଗୁରୁତର କାରଣ ଅସ୍ପଷ୍ଟ, ବିଶାଖାପାଟଣା ସ୍ଥାନାନ୍ତର

Share

 

ପୋଲିସ ମୁଖ୍ୟାଳୟ ରେ ଏକେ -୪୭ ଗୁଳିରେ ଡେପୁଟୀ ସୁବେଦାର ଗୁରୁତର କାରଣ ଅସ୍ପଷ୍ଟ, ବିଶାଖାପାଟଣା ସ୍ଥାନାନ୍ତର

 

କୋରାପୁଟ ଜ଼ିଲ୍ଲା ସଦର ମୋହକୁମା ପୋଲିସ ମୁଖ୍ୟାଳୟ ରେ ଆଜି ସାଡ଼େ ବାର ଘଣ୍ଟା ସମୟ ରେ ଏକ ଅଘଟଣ ଘଟି ଯାଇଛି. ସୂଚନା ଅନୁଯାଇ ଜ଼ିଲ୍ଲା ଆରୋକ୍ଷୀ ଅଧିକ୍ଷକ ଙ୍କ କାର୍ଯାୟଳୟ ରେ ଦାଇତ୍ୱ ରେ ଥିବା ଡେପୁଟି ସୁବେଦାର ଶ୍ରୀ ନରେନ୍ଦ୍ର ବିଶ୍ୱାଳ ସୋର୍ଭିସ ରିଭଲଭର ରୁ ନିଜେ ଗୁଳି ଫୁଟାଇ ଗୁରତର ଆହତ ହୋଇଥିବା ଜଣାଯାଇଛି. ସଙ୍ଗେ ସଙ୍ଗେ ଖବର ପ୍ରସାର ହବା ପରେ ଏସପି. ଏବଂ ଡି ଆଇ ଜି ଜ଼ିଲ୍ଲା ଚିକିତ୍ସାଳୟ କୁ ନେଇ ଯାଇଥିଲେ. ଅବସ୍ଥା ସଂକଟା ପନ୍ନ ଥିବାରୁ ତୁରନ୍ତ. ବିଶାଖାପାଟଣା ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇ ଥିବା ରୁ ତାଙ୍କୁ ଭିଶାଖା ସ୍ଥାନା ନ୍ତର କରାଯାଇଛି. ଅନିଚ୍ଛା ସ୍ଵତ୍ୱେ ବାହାଘର କରି ଥିବାରୁ ଏଭଳି ପଦକ୍ଷେପ ଶ୍ରୀ ବିଶ୍ୱାଳ ନେଇ ଥା ଇ ପାରନ୍ତି ବୋଲି ଜନସା ଧାରଣରେ ଚର୍ଚ୍ଚା ଆରମ୍ଭ ହୋଇ ଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି କୋଟପାଡ଼ ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed