April 24, 2026

୨୩ତମ ଚାନ୍ଦିପୁର ବେଳାଭୂମି ମହୋତ୍ସବର ଉଦଘାଟନ ହୋଇ ଯାଇଛି,,

jhgbjgu
Share

 

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦାସ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ।
ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ( ଶ୍ରୀଯୁକ୍ତ ଦ୍ରତତ୍ରୟେ ଭାଉସାହେବ ସିନ୍ଦେ ) ସଦର ବିଧାୟକ ( ଶ୍ରୀଯୁକ୍ତ ସ୍ଵରୁପ କୁମାର ଦାସ ) ଏହି ଉତ୍ସବରେ ଯୋଗଦାନ କରି ଚାନ୍ଦିପୁର ବେଳାଭୂମି ସାରା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି,ଏହି ବେଳାଭୂମିକୁ ରାଜ୍ୟ ତଥା ଦେଶ ବାହାରୁ ବହୁ ପର୍ଯ୍ୟଟକ ଆସୁଛନ୍ତି ଏହାର ସୌନ୍ଦର୍ଯ୍ୟ ଏବଂ ସ୍ବଚ୍ଛତା ଉପରେ ସରକାର ଯେତିକି ଯତ୍ନବାନ ରହୁଛନ୍ତି ଆମେ ମାନେ ସମସ୍ତେ ମଧ୍ୟ ସେତିକି ଯତ୍ନବାନ ହେବା ଆବଶ୍ୟକ।

ଦେବାଶିଷ ଦାଶ କ୍କ ରିପୋର୍ଟ୍