March 8, 2026
f082f79b-ee86-4b06-b854-f1d0fe053d31
Share

କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଆଜି ସନ୍ଧ୍ୟା ରେ ବିଭାଗୀୟ ଅଧିକାରୀ ଶ୍ରୀ ହୃଶିକେଷ ବିହାରୀ ଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି. ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ପ୍ରକୋଷ୍ଟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଶ୍ରୀମତୀ ସ୍ନେହ ପ୍ରଭା ମାଝୀ. ସହକାରୀ ଯନ୍ତ୍ରୀ ଶ୍ରୀ କ୍ଷୀରୋଦ କୁମାର ବେହେରା. ସନ୍ତୋଷ ବାଗ ସିଂ. କନିଷ୍ଟ ଯନ୍ତ୍ରୀ ଶ୍ରୀ ବିଜୟ କୁମାର ନନ୍ଦ. ରଞ୍ଜିତ ଖୋସଲା. ସାଗର ଜେନା. ଜନପ୍ରିୟ ରଥ. ବି ପି ଏମ ସୁଶ୍ରୀ ନମିତା ଵାଘ. ସୁକାନ୍ତ ମିଶ୍ର.ଜିପିଓ ସୁଧାଂଶୁ ରଥ.ବି ଏସ ଏସ ଓ ଶ୍ରୀମତୀ ମମତା ଭତରା. ଙ୍କ ସମେତ ସମସ୍ତ କର୍ମଚାରି ମାନେ ଉପସ୍ଥିତ ରହି ଦୀର୍ଘ ଦିନ ଧରି କାର୍ଯ୍ୟଳୟ ର କର୍ମଚାରି ଏବଂ କାର୍ଯାଳୟ କୁ ଆସୁ ଥିବା ଜନ ସାଧାରଣ ଙ୍କୁ ଉତ୍ତମ ବ୍ୟବହାର କରିବା ସହ ସୁରୁ ଖୁରୁ ରେ ସମସ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ ବୋଲି ପ୍ରସଂସା କରାଯାଇଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା କୋଟପାଡ଼ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I