April 28, 2026

ବାଟକୁହୁଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଚତୁର୍ଥ ବାର୍ଷିକଉତ୍ସବ ପାଳିତ…

IMG-20260131-WA0038
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଢ଼ାମଣା ହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ବାଟକୁହୁଡ଼ି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚତୁର୍ଥ ବାର୍ଷିକ ଉତ୍ସବ ମହାଆଡ଼ମ୍ବର ସହ ଅନୁଷ୍ଠିତ ହୋଇଯାଇଛି. ଶ୍ରୀମତୀ ଶୈଳବାଳା ଷଡ଼ଙ୍ଗୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ରୁପୁ ଭତ୍ରା.ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଦିନ ମଣି ରନ୍ଧାରୀ. ରାଜସ୍ୱ ବିଭାଗ ଅବସର ପ୍ରାପ୍ତ ଅଧିକାରୀ ଶ୍ରୀ ଗୌର ରଥ. ସାଂସଦ ପ୍ରତିନିଧି ରାମେଶ୍ୱର ଜେନା ଯୋଗ ଦେଇ କୁନି କୁନି ପିଲାଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିବା ସହ କୃତୀ ପ୍ରତିଯୋଗି ଛାତ୍ରଛାତ୍ରୀଙ୍କୁ ମାନ ପତ୍ର ସହ ପୁରସ୍କାର ଗ୍ରହଣ କରିଥିଲେ. ସାଂସ୍କୃତିକ କାର୍ଯ୍ୟ କ୍ରମ ମଧ୍ୟ ହୋଇଥିଲା. ବିଭିନ୍ନ ସ୍କୁଲ ର ଶିକ୍ଷକ ଏବଂ ଅଭିଭାବକ ଉପସ୍ଥିତ ରହି ପିଲାଙ୍କୁ ଉତ୍ସl ହ ଦେଇଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା