May 11, 2026

ତା 30.01.2025 ରିଖ ଦିନ ଜିଲ୍ଲାସ୍ତରୀୟ କୁଷ୍ଠ ନିରାକରଣ ଦିବସ ଓ ସ୍ପର୍ଶ କୁଷ୍ଠ ସଚେତନତା ପକ୍ଷ ଅଭିଯାନ ,ଲଫଙ୍ଗା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ..

IMG-20250131-WA0054
Share

        ତା 30.01.2025 ରିଖ ଦିନ ଜିଲ୍ଲାସ୍ତରୀୟ କୁଷ୍ଠ ନିରାକରଣ ଦିବସ ଓ ସ୍ପର୍ଶ କୁଷ୍ଠ ସଚେତନତା ପକ୍ଷ ଅଭିଯାନ ,ଲଫଙ୍ଗା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରୁ CDM & PHO ଡ. ସୁଜାତାରାଣୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ , ଡ. ସୁଚିତ୍ରା ସାହୁ ADPHO VBD, ନୀଳାମ୍ବର ମହାନନ୍ଦ Administrative Officer , ଲଇଡା ଅଧିକ୍ଷକ ଡ. ଆଶିଷ ମାଝୀ, ମନୋରଞ୍ଜନ ବେହେରା ଆଦିତ୍ୟ ବିର୍ଲା ଲଫଙ୍ଗା, ଜ୍ଞାନରଞ୍ଜନ ମହାନ୍ତି epidemiologist, ଡ ଯୋଗବାଳl ଶ କୁଷ୍ଠ ପରାମର୍ଶଦାତା( DLC DHH), ଯଶବନ୍ତ ହୋତା VBD Consultant, ସୁବାଷ ଥାଟି DVLM, ଡ ସୁବ୍ରତ ନନ୍ଦ LNO, ଶକ୍ତିଦତ୍ତ ସତ୍ୟଜିତ ସିଂହ PT, ଆଲୋକ ଚନ୍ଦ୍ର ବେହେରା ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ, ପ୍ରମୋଦ କିଶୋର ଦାଶ MPHS, ଜୟନ୍ତ କୁମାର ଦାଶ BLNW DHH, ସଞ୍ଜୟ ବୁଡା BLNW ଲଇଡା, ରାଜାରାମ ବାଗ୍ ତଥା ମନୋଜ କୁମାର ନାଏକ ଅଧକ୍ଷ ଲଫଙ୍ଗା HSH ଏବଂ ସମସ୍ତ TGT & PHT ଶିକ୍ଷକ, ଶିକ୍ଷୟିତ୍ରୀ ଲଫଙ୍ଗା HSH ଉକ୍ତ ସଭାରେ ଯୋଗଦାନ କରିଥିଲେ, ତା ସହିତ ଲଫଙ୍ଗା HSH ର ସମସ୍ତ ଛାତ୍ରଛାତ୍ରୀ ଏବଂ ମହିଳା ସ୍ଵସ୍ଥ୍ଯକର୍ମୀ, CHO ଏବଂ ଆଶା ଦିଦି ମାନେ ଅଂଶଗ୍ରହଣ କରିଥିଲେ l ଏଥିରେ କୁଷ୍ଠ ନିରାକରଣ ଉପରେ ସଚେତନତା ବାର୍ତ୍ତା ଦିଆଯାଇଥିଲା, ରଚନା ପ୍ରତିଯୋଗିତା, ବକ୍ତୃତା ଏବଂ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା ଏଥିରେ 16 ଗୋଟି ପୁରସ୍କାର ବିତରଣ କରାଯାଇଥିଲା l