May 14, 2026

ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ମୁଣ୍ଡିବେଡ଼ା ପଞ୍ଚାୟତ ରେ ପୋଲ ନ ରହି ନଦୀ ପାଣି ଭିତରେ ରାସ୍ତା ହୋଇଛି………

IMG-20250131-WA0007
Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହରା ପଞ୍ଚାୟତ ପଲଟପାରା ଗାଁ ଦେଇ ଯାତାୟାତ କରୁଥିବା କପାଟ ପାଣି ଗାଁ ମୁଣ୍ଡିବେଡ଼ା ପଞ୍ଚାୟତ ଗ୍ରାମ ବାସୀ ଯାହା କି ବର୍ଷା ଋତୁ ଆସିଲେ ରାସ୍ତା ଦେଇ ଯିବାକୁ ହେଲେ ଖରା ଶୀତ ସମୟରେ ହିଁ ନିର୍ଭର କରିଆସୁଛନ୍ତି ଗାଁ ଲୋକେ ଯାହା କି ଏକ ନଦୀ ରେ ପୋଲ ନ ରହି ଦୀର୍ଘ ଦିନ ରୋ ରାସ୍ତା ନିର୍ମାଣ ହୋଇଛି ନଦୀ ପାଣି ଭିତରେ ଗ୍ରାମ ବାସୀ ଯାତାୟତ କରିବେ କେମିତି କି ବର୍ଷା ଋତୁ ଆସିଲେ ରାସ୍ତା ଉପରକୁ ପାଣି ବହୁଛି ପଲଟପାରା ଗାଁ ଲୋକେ ଏବଂ ମୁଣ୍ଡିବେଡ଼ା ପଂଚାୟତ କପାଟପାଣି ଗ୍ରାମ ବାସୀ ପ୍ରଶାସନ ଙ୍କୁ ଅଭିଯୋଗ କରୁଛନ୍ତି କି ନଦୀ ଉପରେ ରାସ୍ତା ପୋଲ ନିର୍ମାଣ କରାଯାଉ ଦାବି କରିଛନ୍ତି ପଲଟପାରା ଓ କପାଟ ପାଣି ଗାଁ ମୁଣ୍ଡିବେଡ଼ା ପଞ୍ଚାୟତ ଲୋକେ କେବେ ନିର୍ମାଣ ହେବ ତାହା ଦେଖିବାକୁ ବାକି ରହିଲା।

ମେଡିକାଲ ପାଇଁ ଲୋକଙ୍କୁ ଖଟିଆରେ ନେବାକୁ ପଡୁଛି l ବର୍ଷା ଦିନରେ ଲୋକ ହସ୍ପିଟାଲ ଯିବାଟା ଏକ ପ୍ରକାର ବନ୍ଦ ହୋଉଛି l ପ୍ରଶାସନ ଏ ଉପରେ ଦୃଷ୍ଟିଦେଲେ ଏ ଅଞ୍ଚଳବାସି ସରକାରୀ ସୁବିଧା ମିଳିବ।