March 13, 2026

ଅଦ୍ୟ ତା ୩୦.୧୧.୨୦୨୩ ରିଖ ଗୁରୁବାର ଦିନ ସକାଳ ୧୦.୦୦ଘଣ୍ଟା ସମୟରେ ସରକାରୀ ହାଇସ୍କୁଲ ଶିକୁଲିପଦର ଠାରେ

IMG-20231130-WA0051
Share

ଅଦ୍ୟ ତା ୩୦.୧୧.୨୦୨୩ ରିଖ ଗୁରୁବାର ଦିନ ସକାଳ ୧୦.୦୦ଘଣ୍ଟା ସମୟରେ ସରକାରୀ ହାଇସ୍କୁଲ ଶିକୁଲିପଦର ଠାରେ ବିଦ୍ୟାଳୟ ସ୍ତରରେ ଆଖି ପରୀକ୍ଷା କରି ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଡ଼ାକ୍ତରୀ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା ।ଏହି ଶିବିରକୁ ଶିକୁଲିପଦର୍, ଚାନ୍ଦିପୁଟ,ଓ ଲୁହାଗୁଡି ୩ ଗୋଟି କ୍ଲଷ୍ଟର୍ ର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଓ guide ଶିକ୍ଷକ ଯୋଗ ଦେଇଥିଲେ । ତତ୍ ପରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ବାଳକୃଷ୍ଣ ବାଗସିଂ , CRCC ଶିକୁଲିପଦର୍ ଶ୍ରୀ ଜିତେନ୍ଦ୍ର କୁମାର ପ୍ରଧାନ ମହୋଦୟ ଡକ୍ଟର ଶ୍ରୀ ଅନିଲ କୁମାର ପାଢ଼ୀ ରୁବୀ ଆଇ ହସ୍ପିଟାଲ ବ୍ରହ୍ମପୁରରୁ ଆସିଥିବା ଦୁଇଜଣ ସହକାରୀ ଡକ୍ଟର୍ ହେଲେ ଶ୍ରୀ ଭୀଷ୍ମ ବେହେରା ଓ ଶ୍ରୀ ଜ୍ୟୋତିରଂଜନ ନାୟକଓ ଗୋଷ୍ଠି ସମ୍ବଳ ସାଧନ ଶିକ୍ଷକ ଶ୍ରୀ ସୁମନ୍ତ ପ୍ରଧାନ ଓ ପ୍ରକାଶ କୁମାର ସାହୁଙ୍କ କରକମଳରେ ଉଦଘାଟନ କରାଯାଇ ଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ମିଶ୍ର ମହୋଦୟ ଧନ୍ୟବାଦ ଦେବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୮୫ ଜଣ ଛାତ୍ର ଛତ୍ରୀ ଓ ୧୫ ଜଣ ଶିକ୍ଷକ ଯୋଗ ଦେଇଥିଲେ । ଏହି ଶିବିରରେ ଚଷମା ନିମନ୍ତେ ୨୮ଜଣ referral ୪ଜଣ ଚିହ୍ନଟ କରା ଯାଇଛି।