November 26, 2024

Day: September 30, 2024

ଜାତୀୟ ବର୍ଷା ନୃତ୍ୟ ଓ ସଂଗୀତ ମହୋତ୍ସବ ଏବଂ ମେଘମହ୍ଲାର ସମ୍ମାନ 2024 ପ୍ରଦାନ ଉର୍ତ୍ସବ ଅନୁଷ୍ଠିତ ..

     ପୁରୀ ଚକ୍ରତୀର୍ଥ ରୋଡ଼ ସଂସ୍କୃତି ଭବନ ପରିସରରେ ଜାତୀୟ ବର୍ଷା ନୃତ୍ୟ ଓ ସଂଗୀତ ମହୋତ୍ସବ ଏବଂ ମେଘମହ୍ଲାର ସମ୍ମାନ ୨୦୨୪ ପୁରୀ ଡ୍ୟାନ୍ସ...

ଖଲିଆପାଳି ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର : (ଜୟନ୍ତ କୁମାର ସେଠ)ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖଲିଆପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ନେତାଜୀ ସ୍ପୋର୍ଟିଂ ର ମିଳିତ ସହଯୋଗ ରେ ଖଲିଆ...

ଅଗସ୍ତି ନୂଆଗାଁ ଚିଦାନନ୍ଦ ଦିବ୍ୟଧାମରେ ଆଧ୍ୟାତ୍ମିକ ସମାରୋହ

ସାମାଜିକ ବିଘଟନକୁ ପ୍ରତିହତ କରିବା ପାଇଁ ଆଧ୍ୟାତ୍ମିକତାବାଦ ଏକମାତ୍ର ପନ୍ଥା : ସ୍ଵାମୀ ଅଦ୍ଵୈତାନନ୍ଦ ସରସ୍ଵତୀ ଅଗସ୍ତିନୂଆଗାଁ, 30/9 : ତାମ୍ପରା ହ୍ରଦ ନିକଟସ୍ଥ ଅଗସ୍ତି ନୂଆଗାଁ...

ଗୁଣୁପୁର ଠାରେ ୧୧୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ।

    ଆଜି ତା ୨୯/୦୯/୨୪ -(ସୁରେନ୍ଦ୍ର ମହାନ୍ତି )ଗୁଣପୁର ଶ୍ରୀ ରାମ ମନ୍ଦିର ଜେଲ ପେଟା ସ୍ଥିତ କଲ୍ୟାଣ ମଣ୍ଡପ ଗୁଣୁପୁର ପୌର ପରିଷଦର ଶକ୍ତିକେନ୍ଦ୍ର...

ଖଲିଆପାଳି ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

  ପଦ୍ମପୁର : (ଜୟନ୍ତ କୁମାର ସେଠ)ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖଲିଆପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ନେତାଜୀ ସ୍ପୋର୍ଟିଂ ର ମିଳିତ ସହଯୋଗ ରେ...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ମାତୃକର୍ମଶାଳା ଅନୁଷ୍ଠିତ

  ପଦ୍ମପୁର : ତା-୨୯/୦୯/୨୪ (ଜୟନ୍ତ କୁମାର ସେଠ)ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ପଦ୍ମପୁର ର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଉଦ୍ଘାଟନୀ...

କର୍କଟ ପୀଡିତା ନୟନା ସାମଲଙ୍କୁ ଆର୍ଥିକ ସହାୟତ

  କୁଜଙ୍ଗ ବ୍ଲକ ପାଟପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାହାଡ଼ା ଗ୍ରାମର କର୍କଟ ରୋଗରେ ପୀଡ଼ିତା ନୟନା ସାମଲଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ...

ପଦ୍ମପୁର ଦୈବଜ୍ଞ ବ୍ରାହ୍ମଣ ମହାସଂଘ ର ସାଧାରଣ ସଭା 

    ପଦ୍ମପୁର : ୨୯.୦୯ (ଜୟନ୍ତ କୁମାର ସେଠ) ରବିବାର ଦିନ ସକାଳ ୧୦ ଘ. ସମୟରେ ପଦ୍ମପୁର ସ୍ଥାନୀୟ ଗୋରୁବଜାର ଠାରେ ପଦ୍ମପୁର ଉପଖଣ୍ଡ...

ଖୁଣ୍ଟପାଲି ଓ ମୁର୍ହାପାଲି ଗ୍ରାମରେ ପରିବେଶ ସଚେତନତା ଅଭିଯାନ

  ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ପୁରେନା ଗ୍ରାମ ପଞ୍ଚାୟତର ଖୁଣ୍ଟ ପାଲି ଓ ମୁର୍ହାପାଲି ଗ୍ରାମରେ ପରିବେଶ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.