September 30, 2024
Share

 

୧-ଆଶାୟୀଙ୍କ ପାଇଁ ଖୁସିର ଖବର, ଅକ୍ଟୋବର ୯ ତାରିଖରେ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା।

୨-୪ ଦିନ ଧରି ଚାଲିଥିବା ନର୍ସିଂ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ରବିବାର ଠାରୁ ରାଜ୍ୟରେ ରୋଗୀସେବା ସ୍ୱାଭାବିକ।

୩-ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ: ଦୁର୍ନୀତି ପାହାଡ଼ ଉପରେ ପାକ୍ସ ଓ ଲାମ୍ପ୍ସ।

୪-ଭୁବନେଶ୍ୱର:ଲବଣଗିରି ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ରାଷ୍ଟ୍ରପତି।

୫-ଭୁବନେଶ୍ୱର: ଗ୍ରହଣ କରୁନାହାନ୍ତି ମିଲର: ଅଟକିଛି ୩୦ ଟ୍ରକ୍ ଝୋଟ ବ୍ୟାଗ୍।

୬-ଡ.ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ।କିରଣ ବେଦୀଙ୍କ ଠାରୁ ଡ. ସାମନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି।

୭-ସହରୀ ଶାସନ ସଂସ୍କାରରେ ଓଡିଶା ପ୍ରଥମ, ଟିମ୍ ଅର୍ବାନକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଶୁଭେଚ୍ଛା।

୮-IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ସୁରେଶ ଦେବଦତ୍ତ ସିଂ କଟକ-ଭୁବନେଶ୍ୱରର ନୂଆ ସିପି।

୯-ଖାଦ୍ୟ ସୁରକ୍ଷା ଯୋଜନାରେ
ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ଼ କଟିବ, ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ : ଯୋଗାଣ ମନ୍ତ୍ରୀ

୧୦-ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ ବରଂ ପ୍ରସ୍ତୁତି ପୂର୍ବରୁ ଘିଅ ଯାଞ୍ଚ କରାଯାଉ : ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ।

୧୧-ପାର୍ବଣ ସମୟରେ ଅପମିଶ୍ରିତ ଖାଇବା ସାମଗ୍ରୀ ଉପରେ ହେବ ଜୋରଦାର ଚଢ଼ାଉ:ଖାଦ୍ୟ ଯୋଗାଣ ମନ୍ତ୍ରୀ।

୧୨-ମନ୍ କି ବାତରେ ମୟୂରଭଞ୍ଜ ଯୁବକଙ୍କୁ ପ୍ରଶଂସା କଲେ ମୋଦି, ସାନ୍ତାଳୀ ଭାଷାକୁ ଦେଇଛନ୍ତି ଡିଜିଟାଲ ପରିଚୟ।

୧୩-ଅନୁଗୋଳ:ଛଅ ଟିକିଆ ହେବ ଅନୁଗୋଳ -ଛେଣ୍ଡିପଦା ରାସ୍ତା।

୧୪-ଓଦା ହେବ ଦଶହରା । ପୂଜା ବୁଲିବାରେ ଅଡୁଆ କରିପାରେ ବର୍ଷା,୪ରୁ ୧୦ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।

୧୫-ଭୁବନେଶ୍ୱର:ନେତାଙ୍କୁ ‘ନିଗମ’ ଲଡୁ ଦେବେ ସରକାର । ଦଶହରା ପରେ ନିଗମ, ବୋର୍ଡରେ ନିଯୁକ୍ତି।

୧୬-ମାଲକାନଗିରି:ମାଓବାଦୀଙ୍କ ବୋମା ବିସ୍ଫୋରଣ, ୫ ସିଆରପିଏଫ ଯବାନ ଆହତ।

୧୭-ରେଳବାଇରେ ପୂରଣ ହେବ ୧୪ ହଜାରରୁ ଅଧିକ ପଦବୀ, ଦଶମ ସହିତ ITI କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ।

୧୮-ମଧ୍ୟପ୍ରଦେଶ:ପଥର ବୋଝେଇ ଡମ୍ପରକୁ ପିଟିଲା ବସ୍, ଚାଲିଗଲା ୬ ଜୀବନ।

୧୯-ନୂଆ ଦିଲ୍ଲୀ:ରବିବାର ମଧ୍ୟରାତ୍ରରୁ ଦେଖାଯିବ ‘କ୍ଷୁଦ୍ର ଚନ୍ଦ୍ର’।

୨୦-କୋଲକାତାରୁ ହଟିବ ୧୫୦ ବର୍ଷ ପୁରୁଣା ଟ୍ରାମ୍ ସେବା।

୨୧-ଲେବାନନରେ ଘର ଛାଡିଲେ ୧୦ ଲକ୍ଷ ନାଗରିକ, ବିଧ୍ୱଂସ ଲିଳା ଦେଖି ମଧ୍ୟପ୍ରାଚ୍ୟ ତଟସ୍ଥ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*