ପ୍ରବଳ ବର୍ଷାରେ ହଜାର ହଜାର ବାଳଗୋପାଳ ସେବା ସହିତ ପ୍ରସାଦ ବଣ୍ଟନ
ପୁରୀଜିଲ୍ଲା ପୁରୀସଦର ତଳଜଙ୍ଘ ଗ୍ରାମପଞ୍ଚାୟତ ଅପନ୍ତରା ସାହିର ମା ଜାଗୁଳାଇ ଯୁବକ ସଙ୍ଘର ସଭାପତି ଜଗବନ୍ଧୁ ଜେନାଙ୍କ ସଭାପତିତ୍ୱ ରେ ସମ୍ପାଦକ ସନ୍ତୋଷ ଜେନାଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ମିଶି ହଜାର ହଜାର ପିଲାଙ୍କୁ ପ୍ରବଳ ବର୍ଷା ରେ ଟ୍ରାକ୍ଟର ସାହାଯ୍ୟରେ ପ୍ରସାଦ ନେଇ ବାଳଗୋପାଳ ସେବା କରିବା ସହିତ ପ୍ରସାଦ ବଣ୍ଟନ ସହିତ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟ ଦୀର୍ଘ ତିରିଶ ବର୍ଷରୁ ଉର୍ଦ୍ଧ ହେବ ଜାଗୁଳାଇ କ୍ଳବ କରିଆସୁଥିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସଭାପତି ଜଗବନ୍ଧୁ ଜେନା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
