ଡାକ୍ତର ମୈମିତା ଦେବନାଥ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦୋଷୀ କୁ ଦଣ୍ଡ ଦେବା ଦାବୀ ରେ ନୀଳଗିରି ଦେବ ସେନା ସଂଗଠନ,,

IMG-20240829-WA0001
Share

ନୀଳଗିରି,ବାଲେଶ୍ବର ,  ହିନ୍ଦୁ ସଂଗଠନ ଦେବ ସେନା ନୀଳଗିରି ବ୍ଲକ ସଭାପତି ବାଦଲ ପଣ୍ଡା ଙ୍କ ନେତୃତ୍ଵରେ ମୌମିତା ଦେବନାଥ ଭଉଣୀ ଙ୍କ ଧର୍ଷଣ ଆଉ ହତ୍ୟା ଘଟଣା କୁ ଦୃଢ଼ନିନ୍ଦା କରି ।ଆଜି ଦିବା 4.30 ମିନିଟ୍ ରେ ନୀଳଗିରି ବସ୍ ଷ୍ଟାଣ୍ଡ ରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଶତାଧିକ ଦେବ ସୈନିକ । ପଦଯାତ୍ରା କରି ନାରୀ ସୁରକ୍ଷା ପାଇଁ ସ୍ବରଉତ୍ତୋଳନ କରିବା ସହିତ । ଡାକ୍ତର ମୌମିତା ଦେବନାଥ ଙ୍କ ହତ୍ୟାକାରୀ ଙ୍କୁ ଫାଶୀ ଦଣ୍ଡ ମିଳିବା ଦାବିରେ ନୀଳଗିରି ସହର କୁ ପ୍ରକମ୍ପିତ କରିଥିଲେ । ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ଦୀପ ପ୍ରୋଜଳନ କରି ମୌମିତା ଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ,

 

ଉକ୍ତ କାର୍ଯ୍ୟ ରେ ରାଜ୍ୟ ମହିଳା ପ୍ରୋକଷ୍ଠ ରେଣୁ ବିଶ୍ୱାଳ , ଜିଲ୍ଲା ଦେବ ପ୍ରୋକଷ୍ଠ ନାଗା ସାଧୁ ଦେବେନ୍ଦ୍ର ବାବା ,

ବ୍ଲକ ସମ୍ପାଦକ ଦୀପକ୍ ବିଶ୍ୱାଳ,

ଟ୍ରେଜର ନିରଞ୍ଜନ ଜେନା,

NAC ଅଧକ୍ଷ ହରେକୃଷ୍ଣ ବିନ୍ଧାଣି,

ମହିଳା ପ୍ରକଷ୍ଠ ଅଧ୍ୟକ୍ଷା ଭାନୁମତୀ ବିଶ୍ୱାଳ , ସେବା ପ୍ରୋକଷ୍ଠ ତପନ ବେହେରା ,

ସୁନିତା ସିଂ , ପୂଜା ସିଂ ,ସସ୍ମିତା ସେଠୀ, ଅନୁପମା ସେଠୀ ,

ସତ୍ୟଭାମା ପଣ୍ଡା ,

କବିତା ଦାସ ,,, ଅକ୍ଷୟ ପଣ୍ଡା, ,,

ସୁଲଚନା ସିଂ ,,, ଗୀତାଞ୍ଜଳି ସିଂ, ,,ତପସ୍ୱିନୀ ମାଣ, ଜାନା,, ଜୟନ୍ତ ବାରିକ୍ ଓ ଅନେକ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

 

 

 

 

ଦେବାଶିଷ ଦାଶ ‌କ୍କ ରିପୋର୍ଟ

You may have missed