April 18, 2025

ତୋରେଙ୍ଗା ଠାରେ ବ୍ୟାଙ୍କିଙ୍ଗ ଆଉଟଲେଟ ଉଦଘାଟନ……….

Share

 

ଉମରକୋଟ – ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟରେ ମୋ ବ୍ୟାଙ୍କ ସେବା ଉଧଘାଟନ କରିଥିବା ବେଳେ ନବରଙ୍ଗପୁର ଜିଲା ର ଉମରକୋଟ ବ୍ଲକ ଅଧିନ ତୋରେଙ୍ଗା ଠାରେ ବ୍ୟାଙ୍କିଙ୍ଗ ଆଉଟଲେଟ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ସମୟରେ ମୁଖ୍ୟ ଅତିଥି ଭାବରେ ଉମରକୋଟ ବ୍ଳକ୍ ଅଧ୍ୟକ୍ଷ। ସୁଶୀଳା ମାଝୀ, ଗୋଷ୍ଠି ଉନୟନ୍ ଅଧିକାରୀ ପ୍ରୀତି ରଂଜନ ରଥ, ଜିଲ୍ଲା ପରିଷଦ ସଦସ୍ୟ। ଡାଳିମ୍ବ ଭତ୍ର।, ତରେଙ୍ଗା ସରପଞ୍ଚ ମଣି ରାମ ମାଝୀ, ସମିତି ସଭ୍ୟ ନକୁଳ ଭତ୍ର।, ସହକାରୀ ନିର୍ବାହୀ ଯନ୍ତ୍ରୀ ସଂକେତ ନାୟକ, ବରିଷ୍ଠ ବିଜେଡି ନେତା ଦେବୀ ସିଂ ମାଝୀ, ଉମରକୋଟ ପଞ୍ଜାବ ନେସନାଲ ବ୍ୟାଙ୍କ ର ଶାଖା ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed