May 10, 2026

ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନ ରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ।

IMG-20250417-WA0055
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 28 ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନ ଠାରେ ଅୟୋଜିତ ବିଶାଳ ସ୍ମୃତି ଚାରଣ ସଭାରେ ଅନୁଷ୍ଠିତ ହୋଇଛି।

ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଲେଖା ଶ୍ରୀ ସାମନ୍ତସିଂହାର ଯୋଗ ଦେଇ ବିଜୁ ବାବୁଙ୍କ ବୀରତ୍ୱ, ଦେଶପ୍ରେମ ଓ ଓଡ଼ିଆ ଅସ୍ମିତା ପ୍ରତି ଅବଦାନ ବିଷୟରେ ଆଲୋଚନା କରିଥିଲେ l

ଏହି ଅବସରରେ ଜିଲ୍ଲା ସଭାପତି, ପୂର୍ବତନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ସଦର ବିଧାୟକ ଶ୍ରୀ ସ୍ଵରୂପ କୁମାର ଦାସ, ରେମୁଣା ପୂର୍ବତନ ବିଧାୟକ ଶ୍ରୀ ସୁଧାଂଶୁ ପରିଡା, ନୀଳଗିରି ପୂର୍ବତନ ବିଧାୟକ ଶ୍ରୀ ସୁକାନ୍ତ ନାୟକ ଓ ଅନ୍ୟ ନେତାମାନେ ଏବଂ ଶହ ଶହ ବିଜୁ ପ୍ରେମୀ ଉପସ୍ଥିତ ଥିଲେ l