April 26, 2026

ଅଭିଭକ୍ତକୋରାପୁଟ ଜ଼ିଲ୍ଲା ଅବସରପ୍ରାପ୍ତ କିର୍ମଚାରୀଙ୍କ ବୈଠକ…

juhi
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଚାନ୍ଦିଲି ଗ୍ରାମ ରେ ଥିବା ହାଇସ୍କୁଲ ରେ ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ର ଅବସର ପ୍ରାପ୍ତ କର୍ମଚାରି ଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ପ୍ରତାପ ଚନ୍ଦ୍ର ମନ୍ତ୍ରୀ ଙ୍କ ସଭା ପତିତ୍ୱ ରେ ଆୟଜିତ ଏହି ବୈଠକ ରେ ଶ୍ରୀ ପଞ୍ଚାନନ ଗୌଡ଼. ସୁଶାନ୍ତ ଶତପଥି. କେ ଦିବାକର ରାଓ. ବାଲ୍ୟ ନାୟକ. ଙ୍କ ସମେତ ବହୁ ଅବସର ପ୍ରାପ୍ତ ଶିକ୍ଷକ ଉପସ୍ଥିତ ରହି ଅବସର ପରେ ବିଭିନ୍ନ ସମାସ୍ୟ କୁ ନେଇ ଆଲୋଚନା ହବା ସହ ନୂତନ କମିଟି ଗଠନ କରିବା ପାଇଁ ସର୍ବ ସମ୍ମଟି କ୍ରମେ ନିଷ୍ପତି ହୋଇଥିବାର ଜଣାଯାଇଛି. ଆଜିର ଏହି ବୈଠକ ରେ ମୋଟ 54ଜଣ ଅବସର ପ୍ରାପ୍ତ ଶିକ୍ଷକ ଉପସ୍ଥିତ ଥିଲେ I
(କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ )