ହିଲଟପ ସ୍ନାତକ ମହାବିଦ୍ୟାଳୟ ମୋହନା,ଜାତୀୟ ସେବା ଯୋଜନା ତରଫରୁ 76ତମ ସମ୍ବିଧାନ ଦିବସ ପାଳନ କରାଯାଇଛି ଏଥି ସହ
ହିଲଟପ ସ୍ନାତକ ମହାବିଦ୍ୟାଳୟ ମୋହନା,ଜାତୀୟ ସେବା ଯୋଜନା ତରଫରୁ 76ତମ ସମ୍ବିଧାନ ଦିବସ ପାଳନ କରାଯାଇଛି ଏଥି ସହ ସମ୍ବିଧାନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି. ଉତ୍କ କାଯ୍ୟକ୍ରମ ରେ ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ଜଗନ୍ନାଥ ପଣ୍ଡା ପୌରାହିତ୍ୟ କରିଥିଲେ.
ଏଥିରେ ଡା. ପ୍ରଣାବାନନ୍ଦ ପାଟୁସୀ, ଡା ମନୋରଞ୍ଜନ ପାଣିଗ୍ରାହୀ, ସନ୍ତୋଷ କୁମାର ନନ୍ଦ, ଶ୍ରୀମତୀ ରିତା କୁମାରୀ ଶତପଥୀ, ଶିବ ଶଙ୍କର ଶୁକଭିନ୍ଦର ସିଂ, ଶ୍ରୀମତୀ ଗୀତାଞ୍ଜଳି ପାଢ଼ୀ, ଶ୍ରୀ ଅନିଲ କୁମାର ତ୍ରିପାଠୀ,ଗ୍ରନ୍ଥାକରିକ ବସନ୍ତ କୁମାର ବେହେରା ପ୍ରମୁଖ କାଯ୍ୟକ୍ରମ ରେ ଯୋଗଦାନ କରି ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରି ଉକ୍ତ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ.ଶେଷରେ ଯୋଜନା ଅଧିକାରିଣୀ ଶ୍ରୀମତୀ ରିତା କୁମାରୀ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ
