September 29, 2024

ଋଷୁକୂଲ୍ୟା ନଦୀରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

Share

 

 

ଗଞ୍ଜାମ ଥାନା ଅନ୍ତର୍ଗତ ପୋତାଗଡ଼ ସ୍ଥିତ ଋଷିକୂଲ୍ୟା ନଦୀ କରରେ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା l ଖବର ପାଇ ଗଞ୍ଜାମ ଥାନା ଏସ ଆଇ ଅନିରୁଦ୍ଧ ସ୍ୱାଇଁ ଘଟଣା ସ୍ଥଳରେ ପହଂଚି ମୃତ ମୃତ ଦେହ ନଦୀ ଜଳରୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି l ଖବର ଶେଷ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନି l ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିବା ଗଞ୍ଜାମ ଥାନl ପୋଲିସ ପକ୍ଷରୁ କୁହାଯାଇଛି l(ପ୍ରଦୀପ କୁମାର ପଣ୍ଡା )