June 20, 2026

ଦିନକୁ ଦିନ ବୃଦ୍ଧି ପାଉ ଥିବା ସଡକ ଦୁର୍ଘଟଣା ଚିନ୍ତା ବଢ଼ାଉ ଥିବା ବେଳେ ଏଥି ମଧ୍ୟରୁ ଅନେକ ନିଶା ଶକ୍ତ ଯୁବକ ଙ୍କ ଦ୍ରୁତ ଯାନବାହନ

IMG-20250828-WA0030
Share

ଦିନକୁ ଦିନ ବୃଦ୍ଧି ପାଉ ଥିବା ସଡକ ଦୁର୍ଘଟଣା ଚିନ୍ତା ବଢ଼ାଉ ଥିବା ବେଳେ ଏଥି ମଧ୍ୟରୁ ଅନେକ ନିଶା ଶକ୍ତ ଯୁବକ ଙ୍କ ଦ୍ରୁତ ଯାନବାହନ ଚାଲାଣ ରେ ଚାଲି ଯାଉଛି ନିରୀହ ଜୀବନ ସବୁ।ଆଜି ବେଲ୍ଲଗୁଣ୍ଠା ବ୍ଲକ ଉଡୁରା ଗ୍ରାମ ମୁଖ୍ୟ ରାସ୍ତାରେ ହୃଦୟ ଥରାଇ ଦେଉଥିବା ଭଳି ଦୁର୍ଘଟଣା ଦେଖିବାକୁ ମିଳିଛି। ତିରିଶ ବର୍ଷର ଜଣେ ଯୁବକ ନିଶାରେ ଗାଡି ଚଳାଇ ରାସ୍ତା କଡରେ ଥିବା ଏକ ଜେସିପି ଗାଡିକୁ ଧକ୍କା ଦେଇଥିଲେ।ଏଥିରେ ଯୁବକ ଙ୍କ ହାତ ଛିଡି ଜେସିପି ଗାଡ଼ିରେ ଲାଗି ଝୁଲି ରହିଥିଲା,ଏବଂ ଯୁବକ ଜଣକ ଗୁରୁତର ହୋଇଛିନ୍ତ।ଯୁବକ ଜଣକ ଚଳାଉ ଥିବା ଗାଡ଼ିଟି ରାସ୍ତା କଡ ଚାଷ ଜମିରେ ପଡି ଥିବା ବେଳେ ଯୁବକ ଜଣକ ଗୁରୁତର ହୋଇଛନ୍ତି।ସୂଚନା ଅନୁସାରେ ଯୁବକ ଜଣକ ପଞ୍ଚଭୁତି ଅଂଚଳର ବୋଲି ଜଣା ପଡ଼ିଛି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed