ସୋରଡ଼ା ନିର୍ବାଚନ ମଣ୍ଡଳୀର ବଡ଼ଗୋଚ୍ଛା ପଂଚାୟତ ସାଲିମା ଗୋଚ୍ଛା ଗ୍ରାମର ଜଣେ ଯୁବକ
ଗତ ଶନିବାର ଦିନ ସୋରଡ଼ା ଜରାଉ ଛକ ଠାରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ. ଏ ନେଇ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଥିଲି. ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋଇ ଙ୍କ ସାହାଯ୍ୟ କ୍ରମେ. ବଡ଼ଗଡ଼ ମଣ୍ଡଳ ସଭାପତି ପୂର୍ଣ୍ଣ ଚନ୍ଦ୍ର ସେଠି ପରିବାର ବର୍ଗଙ୍କୁ
ଶାନ୍ତନା ଦେଇ ଥିଲେ ଓ ସହାୟତା ର ହାତ ବଢ଼ାଇ ଥିଲେ କିଛି ଅର୍ଥ ପନିପରିବା ଏକ ବସ୍ତା ଚାଉଳ ଡାଲି
ସାହାଯ୍ୟ କରିଥିଲେ ବିଧାୟକ ଙ୍କ ପରାମର୍ଶ. ଗରମେଣ୍ଟ ର ସୁବିଧା ଯାହା ଅଛି ତାହା ସାହାଯ୍ୟ ମିଳିବ
ସୋରଡ଼ା ରୁ ସଞ୍ଜୟ କୁମାର ସେଠି ଙ୍କ ରିପୋର୍ଟ
