March 8, 2026

ଶ୍ରାବଣ ମାସ ତୃତୀୟ ସୋମବାର  ସୋର୍ଣ୍ନା ଅଷ୍ଟଶମ୍ଭୁ ସ୍ବପ୍ନେଶ୍ବର ବାବାଙ୍କ ଠରେ ଶ୍ରଦ୍ଦାଳୁ ଭକ୍ତଙ୍କ ଭିଡ

IMG-20250728-WA0041
Share

 

 

ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ଶୈବପୀଠ ମଧ୍ଧରେ ଅତାବିରା ବ୍ଲକ ଝିଲିମିଣ୍ଡା ପଂଚାୟତ ସୋର୍ଣ୍ନା ସ୍ତିତ ବାବା ସ୍ବପ୍ନେଶ୍ବର ପୀଠ ଅନ୍ୟତମ | l ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ସକାଳ ୫ଟାରୁ ଶ୍ରଦ୍ଦାଳୁ ଭକ୍ତଙ୍କ ସମାଗମା ହୋଇଥିଲା |ଲମ୍ବାଧାଡ଼ିରେ ଶାନ୍ତିଶୃଙ୍ଖଳା ସହ ଦୀର୍ଘ ସମୟ ଦର୍ଶନ ପାଇଁ ଅପେକ୍ଷା କରିବା ବାବା ଓ ଭକ୍ତଙ୍କ ମଧ୍ୟରେ ଏକ ଭିନ୍ନ ଆସ୍ଥା ଓ ବିଶ୍ୱାସର ପରିବେଶ ଜାଗ୍ରତଙ୍କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟିର ସ୍ବେଛାସେବୀଙ୍କ ସହ ଅତାବିରା ଥାନା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ସୋମବାର ବୋଲବମ ଧ୍ୱନିରେ କମ୍ପି ଉଠିଥିଲା ମନ୍ଦିର ପରିସର | ପାହାନ୍ତିଆରେ ବାବାଙ୍କ ଦ୍ୱାର ଖୋଲାଯାଇଥିଲା l ପାଳି ପୂଜକ ବାବାଙ୍କୁ ଗଙ୍ଗାଜଳରେ ସ୍ନାନ କରାଇ ଯଥାରୀତ ପୂଜାପାଠ ପରେ ଭକ୍ତ ବାବା ସ୍ବପ୍ନେଶ୍ବର କୁଂ ଦର୍ଶନ କରିଥିଲେ |