April 29, 2026

ସରନ୍ତି ସୋମବାର ଲୋକନାଥ ମନ୍ଦିର ନିକଟରେ ମାଗଣା ସର୍ବତ ବଣ୍ଟନ

IMG-20260428-WA0044
Share

 

ପୁରୀ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟଷ୍ଟ୍ର ତରଫରୁ ସରନ୍ତି ସୋମବାର ଦିନ ସରନ୍ତି ସୋମବାର ଦିବସ ରେ ପୁରୀ ଶ୍ରୀ ଲୋକନାଥ

ମନ୍ଦିର ଲୋକନାଥ ହର ହର ମାହାଦେବ ଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ ଗାନ୍ଧିଜୀ ଅନୁଷ୍ଠାନର ସ୍ଥାୟୀ ସଭାପତି ଙ୍କ ନେତୃତ୍ୱ ରେ

ଦହି ସର୍ବତ ଜଳଛତ୍ର ଅନୁଷ୍ଠାନର ସ୍ଥାୟୀ

ସଭାପତି ପ୍ରସନ୍ନ କୁମାର ଲେଙ୍କା ଙ୍କ ନେତୃତ୍ୱ ରେ ଏକ ହଜାର ଦର୍ଶନାର୍ଥୀ ମାନଙ୍କୁ ବଣ୍ଟନ କରା ଯାଇଥିଲା ବେଳେ ଏହି ସେବା କାର୍ଯ୍ୟକ୍ରମ ରେ ଉପଦେଷ୍ଟା ଚ଼କ୍ରଧର ମହାପାତ୍ର ଅନୁଷ୍ଠାନ ର ନିର୍ଦ୍ଦେଶିକା ପ୍ରିୟାଂଶୀ ଦାସ

ଉପ ନିର୍ଦ୍ଦେଶକ ମମତା ମିଶ୍ର କାର୍ଯ୍ୟକାରୀ ଉପ

ସଭାପତି ଝାନସୀ ରାଣୀ ମିଶ୍ର ସମ୍ପାଦିକା ସସ୍ମିତା ଶତପଥୀ ଯୁଗ୍ମ ସମ୍ପାଦିକା ନମିତା ଶତପଥୀ ଉପ ସଭାପତି ମଧୁସ୍ମିତା ସାହୁ କୋଷାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ଦେ

ସଂଯୋଜିକା ଗାୟତ୍ରୀ ଜେନା ଅନୁଷ୍ଠାନ ପ୍ରଚ଼ାର

ପ୍ରସାର ଦାୟିତ୍ୱ ସଭ୍ୟ ଦେବାଶିଷ ମହାପାତ୍ର ସଭ୍ୟ ଆଲୋକ ଦାସ ତ୍ରିନାଥ ଜେନା ରାଜଲକ୍ଷ୍ମୀ ଦାଶ ସଯୁକ୍ତା ବେହେରା ଶ୍ରଦ୍ଧାଞ୍ଜଳୀ ସଂ ସୁପ୍ରିୟା ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ସମ୍ପାଦିକା ସସ୍ମିତା ଶତପଥୀ ପରିଚାଳନା କରିଥିଲେ ଅନୁଷ୍ଠାନର

ସଭାପତି ଗଣ ମାଧ୍ୟମ ପ୍ରତିନିଧି ଙ୍କ ଜରିଆରେ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଛନ୍ତି ଯଦି

ଆମ ଅନୁଷ୍ଠାନ କୁ ପ୍ରଶାସନ ସହଯୋଗ କରନ୍ତି ଲୋକ ସେବା ରେ ଆମେ ସମସ୍ତ ସଭ୍ୟସଭ୍ୟା

ସହଯୋଗ କରିବୁ କହିଛନ୍ତି ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed